Home ଓଡ଼ିଶା ବିବାହ ଭୋଜିଖାଇ ଫେରିବା ବାଟରେ ଓଲଟି ପଡ଼ିଲା ଟ୍ରାକ୍ଟର ୧୫ ଗୁରୁତର

ବିବାହ ଭୋଜିଖାଇ ଫେରିବା ବାଟରେ ଓଲଟି ପଡ଼ିଲା ଟ୍ରାକ୍ଟର ୧୫ ଗୁରୁତର

647

ଟିଟିଲାଗଡ଼ ୧୫-୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଏକ ଟ୍ରାକ୍ଟରରେ ଏକ ବିବାହ ଭୋଜିଖାଇ ଫେରିବା ବାଟରେ ପୀଠାପଡା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା, ଫଳରେ ୧୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ପାଞ୍ଚଜଣ ଙ୍କୁ ବଲାଙ୍ଗୀର ମେଡ଼ିକାଲ କଲେଜ ଡାକ୍ତର ଖାନା କୁ ସ୍ଥାନାନ୍ତରିତ କରାଯାଇଛି। ଉକ୍ତ ଟ୍ରାକ୍ଟରରେ ଥିବା ଅନ୍ୟମାନେ ଟିଟିଲାଗଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ଟିଟିଲାଗଡ ପୋଲିସ ପହଞ୍ଚି ଉଦ୍ଧାର ସହ ଆମ୍ବୁଲାନ୍ସ ଯୋଗେ ଡାକ୍ତର ଖାନାକୁ ପହଞ୍ଚାଇ ଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.