ରାଶିଫଳ ୭ ମାର୍ଚ୍ଚ ସିଂହ ରାଶିରେ ଧନ ଲାଭ ଯୋଗ, ନିଜର ରାଶି ଦେଖନ୍ତୁ…

ମେଷ (Aries): ଦିନର ଆରମ୍ଭ ଆମୋଦ-ପ୍ରମୋଦର ସହିତ ହେବ। ଶାରୀରିକ ଏବଂ ମାନସିକ ରୂପରେ ସ୍ଵସ୍ଥ ରହିବେ। ମଧ୍ୟାହ୍ନ ପରେ ନୂଆ କାର୍ଯ୍ୟର ଆରମ୍ଭ କରନ୍ତୁ ନାହିଁ। ବାଣୀ ଏବଂ ବ୍ୟବହାର ଉପରେ ସଂଯମତା ରଖନ୍ତୁ। ରାଗ-ଦ୍ଵେଷ ତଥା ନିଜର ଶତ୍ରୁଙ୍କଠାରୁ ସଂଭାଳିକରି ଚାଲିବେ। ଆଧ୍ୟାତ୍ମିକ ସିଦ୍ଧି ପ୍ରାପ୍ତ କରିବା ପାଇଁ ଦିନ ଭଲ ଅଟେ। ରହସ୍ୟମୟ ବିଷୟ ଏବଂ ଗୁଢ଼ ବିଦ୍ୟା ପ୍ରତି ଆକର୍ଷଣ ଅନୁଭବ ହେବ। ଚିନ୍ତାରୁ ମନ କୁ ଶାନ୍ତି ମିଳିବ।

ବୃଷ (Taurus): ବ୍ୟବସାୟୀଙ୍କ ଯଶ ଏବଂ ସଫଳତା ମିଳିବ। ସହକର୍ମିମାନଙ୍କ ପୂର୍ଣ୍ଣ ସହଯୋଗ ପ୍ରାପ୍ତ କର ପାରିବେ। ଆର୍ଥିକ ଲାଭ ମିଳିବ। ପ୍ରତିସ୍ପର୍ଦ୍ଧାମାନଙ୍କୁ ଆଶ୍ଚର୍ଯ୍ୟ ହେବ। ମଧ୍ୟାହ୍ନ ପରେ ମନୋରଞ୍ଜନର ଦୁନିଆରେ ରହିବେ ଏବଂ ପ୍ରିୟପାତ୍ର ଆପଣଙ୍କ ମନ କୁ ପ୍ରଫୁଲ୍ଲିତ କରିବେ। ନୂଆ ବସ୍ତ୍ର ଏବଂ ଗୃହୋପଯୋଗୀ ବସ୍ତୁର କ୍ରୟ କରିପାରନ୍ତି। ମାନ-ସମ୍ମାନ ବଢ଼ିବ।

ମିଥୁନ (Gemini): ଆଜିର ଦିନ ବୌଦ୍ଧିକ କାର୍ଯ୍ୟ ଏବଂ ଚର୍ଚ୍ଚାରେ ବିତିବ। ଆପଣ ନିଜର କଳ୍ପନାଶକ୍ତି ଏବଂ ସୃଜନଶକ୍ତିକୁ କାର୍ଯ୍ୟରେ ଯୋଡ଼ିବେ। ଶାରୀରିକ ଏବଂ ମାନସିକରୂପରେ ସାବଧାନ ରହିବେ। ମଧ୍ୟାହ୍ନ ପରେ ବ୍ୟବସାୟୀ ବର୍ଗକୁ ବ୍ୟବସାୟରେ ଲାଭ ପ୍ରାପ୍ତି ହୋଇପାରେ। ଘର ଶାନ୍ତିର ବାତାବରଣ ବନି ରହିବ। ବିରୋଧିମାନଙ୍କ ଏବଂ ପ୍ରତିସ୍ପର୍ଦ୍ଧାମାନଙ୍କ ସମକ୍ଷ ଆପଣ ବିଜୟୀ ହେବେ। ସହକର୍ମିମାନଙ୍କ ଭରପୂର ସହଯୋଗ ମିଳିବ।

କର୍କଟ (Cancer): ହତାଶ, ମାନସିକ ରୂପ ଅସ୍ଵସ୍ଥ ବନାଇବାରୁ ବଞ୍ଚନ୍ତୁ। ଯାତ୍ରା ପାଇଁ ଆଜିର ଦିନ ଅନୁକୂଳ ନୁହେଁ। ଭୂମି ଏବଂ ବାହନରେ ଜଡ଼ିତ ସମସ୍ୟା ଚିନ୍ତାର କାରଣ ହୋଇପାରେ। ମଧ୍ୟାହ୍ନ ପରେ ଆପଣ ସୁଖ-ଶାନ୍ତି ଅନୁଭବ କରିବେ। ମିତ୍ରମାନଙ୍କ ସହଯୋଗ ମିଳିବ, ଶାରୀରିକ ଫୁର୍ତ୍ତି ଅନୁଭବ ହେବ। ଅଧିକ ବିଚାର ଆପଣଙ୍କ ପାଖରେ ମନ ବିଚଳିତ କରିପାରେ।

ସିଂହ (Leo): ଆଜି ଛୋଟ ଯାତ୍ରା ହୋଇପାରେ। ବିଦେଶବାସିଙ୍କୁ ଭଲ ସମାଚାର ମିଳିବ। ଧନ ଲାଭ ହେବ। ନୂଆ କାର୍ଯ୍ୟ ପାଇଁ ଭଲ ସମୟ ଅଟେ। ନିବେଶକଙ୍କ ପାଇଁ ଦିନ ଲାଭଦାୟୀ ଅଟେ। ମଧ୍ୟାହ୍ନ ପରେ ଆପଣ ଅଧିକ ସହନଶୀଳ ରହିବେ। ମାନସିକ ହତାଶ ଅନୁଭବ ହେବ। ଶାରୀରିକ ସ୍ଵାସ୍ଥ୍ୟ ଉପରେ ମଧ୍ୟ ନକାରାତ୍ମକ ଅସର ପଡ଼ିପାରେ। ପାରିବାରିକ ତଥା ଭୂମି-ସଂପତ୍ତି ଜଡ଼ିତ ସମସ୍ୟା ଅସୁବିଧାରେ ପକାଇପାରେ।

କନ୍ୟା (Virgo): ନିଜର ମନ ଦ୍ୱନ୍ଦ୍ୱଯୁକ୍ତ ସ୍ଥିତିକୁ ଧ୍ୟାନରେ ରଖିକରି ନୂଆ କାର୍ଯ୍ୟର ପ୍ରାରମ୍ଭ ନ କରିବା ଭଲ। ବାଣୀ ଉପରେ ସଂଯମତା ରଖିବେ ନଚେତ୍ କଷ୍ଟ ହୋଇପାରେ। ପରିଜନମାନଙ୍କ ସହିତ ବାଦ-ବିବାଦ ହୋଇପାରେ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ଆପଣଙ୍କ ସମୟ ଅନୂକୁଳ ଦେଖାଯିବ। ଭାଇ-ବନ୍ଧୁମାନଙ୍କ ସହିତ ମହତ୍ତ୍ଵପୂର୍ଣ୍ଣ ବିଷୟ ଉପରେ ଚର୍ଚ୍ଚା ହେବ। ବାହର ଯାତ୍ରା ପାଇଁ ଆଜିର ଦିନ ଭଲ ଅଟେ। ଭାଗ୍ୟବୃଦ୍ଧିର ସଂକେତ ଅଛି।

ତୁଳା (Libra): ଆପଣଙ୍କ କଳାତ୍ମକ ଏବଂ ସୃଜନାତ୍ମକ ଶକ୍ତିରେ ବହୁତ ଉନ୍ନତି ଆସିବ। ଶାରୀରିକ ଏବଂ ମାନସିକ ରୂପରେ ସଂପୂର୍ଣ୍ଣ ସ୍ଵସ୍ଥ ରହିବେ। ବୈଚାରିକ ଦୃଢ଼ତା ଏବଂ ସଂତୁଳିତ ବିଚାରଧାରାରେ କାର୍ଯ୍ୟକୁ ସଂପନ୍ନ କରିବାକୁ ସରଳ ହୋଇଯିବ। ବସ୍ତ୍ରାଭୂଷଣ ଏବଂ ମନୋରଂଜନ ପଛରେ ଧନ ଖର୍ଚ ହୋଇପାରେ। ମଧ୍ୟାହ୍ନ ପରେ ଆପଣଙ୍କ ମନ ଦ୍ୱନ୍ଦ୍ୱଯୁକ୍ତ ରହି ପାରେ। ଯେଉଁଥିରେ ଆପଣଙ୍କୁ ନିର୍ଣ୍ଣୟ ନେବାରେ କଠିନତା ଅନୁଭବ ହେବ। ପରିଜନମାନଙ୍କର ସହିତ ଯଥା ସଂଭବ ବାଦ-ବିବାଦ ଟାଳିବେ। ନିଜର ଅହଂକୁ ଆଜିର ଦିନରେ ଅଲଗା ରଖିକରି ବ୍ୟବହାରିକ ନିର୍ଣ୍ଣୟ ନେବେ। ବାତାବରଣ ମିଳାମିଶି ରହିବ।

ବିଚ୍ଛା (Scorpio): ଆପଣଙ୍କ ଉଗ୍ର ଏବଂ ଅସଂଯମିତ ବ୍ୟବହାର ଆପଣଙ୍କୁ ସମସ୍ୟା ପକାଇପାରେ। ସମ୍ବଂଧିମାନଙ୍କ ସହିତ କୌଣସି ଅନିଷ୍ଟ ଘଟଣା ହୋଇପାରେ। ପରନ୍ତୁ ମଧ୍ୟାହ୍ନ ପରେ ଶାରୀରିକ, ମାନସିକ ସ୍ଵାସ୍ଥ୍ୟର ଧ୍ୟାନ ରଖି ପାରିବେ। ଆର୍ଥିକ ବିଷୟ ବ୍ୟବସ୍ଥିତ ରୂପରେ ଆୟୋଜନ କରି ପାରିବେ। ଆଜି ଆପଣଙ୍କ ଆତ୍ମ ବିଶ୍ଵାସ ବଢ଼ିବ।

ଧନୁ (Sagittarius): ବ୍ୟବସାୟ କ୍ଷେତ୍ରରେ ଆଜି ଆପଣଙ୍କପାଇଁ ଲାଭକାରୀ ଦିନ ଅଟେ। ପାରିବାରିକ ଜୀବନରେ ଆନନ୍ଦର ବାତାବରଣ ରହିବ। କାର୍ଯ୍ୟରେ ପଦୋନ୍ନତି ହେବ। ମିତ୍ରମାନଙ୍କ ସହିତ ବାହର ଯାତ୍ରାର ଯୋଗ ଅଛି। ବ୍ୟାପାରୀବର୍ଗଙ୍କୁ ମଧ୍ୟ ଲାଭ ହେବ। ପରନ୍ତୁ ମଧ୍ୟାହ୍ନ ପରେ ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ଉପଦେଶ। ବ୍ୟବସାୟ କ୍ଷେତ୍ରରେ ଉଚ୍ଚ ସ୍ଵରରେ କହିବା ପୂର୍ବରୁ ନିଜର ଗରିମା ଉପରେ ଧ୍ୟାନ ଦେବେ।

ମକର (Capricorn): ଆଜର ଦିନ ଗୃହସ୍ଥ ଜୀବନ ଦୃଷ୍ଟିରୁ ଆନନ୍ଦମୟ ରହିବ। ପରିଜନମାନଙ୍କର ସହିତ ଆନନ୍ଦର ବାତାବରଣ ବନି ରହିବ। କ୍ୟାରିଅର ପଦୋନ୍ନତିର ଯୋଗ ଅଛି। ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଅନୁକୂଳ ବାତାବରଣ ରହିବ। ସହକର୍ମିମାନଙ୍କ ସହଯୋଗ ମିଳିବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କ ସହିତ ସାକ୍ଷାତକରି ହେବ ଏବଂ କେଉଁଠାରେ ଯାତ୍ରା କିମ୍ବା ଆଲୋଚନାର ଯୋଜନା ବନିପାରେ। ଆୟରେ ବୃଦ୍ଧି ହେବାର ଯୋଗ ଅଛି। ବ୍ୟାପାରୀ ବର୍ଗକୁ କାରବାରରେ ଲାଭ ହେବ।

କୁମ୍ଭ (Aquarius): ଆଜର ଦିନ ବୌଦ୍ଧିକ କାର୍ଯ୍ୟ, ନବସର୍ଜନ ଏବଂ ଲେଖନ-ପ୍ରବୃତ୍ତିରେ ଆପଣ ଲିପ୍ତ ରହିବେ। ନୂଆ କାର୍ଯ୍ୟର ଆଜିଠାରୁ ପ୍ରାରମ୍ଭ କରିପାରନ୍ତି। ଲମ୍ବା ଯାତ୍ରା କିମ୍ବା ଧାର୍ମିକ ଯାତ୍ରାର ଆୟୋଜନ ହେବାର ମଧ୍ୟ ସଂଭାବନା ଅଛି। ବ୍ୟବସାୟରେ ଲାଭର ଅବସର ମିଳିବ। ଟିକେ ସଂଭଳିକରି ଚାଲିବାକୁ ପଡ଼ିବ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ପାରିବାରିକ ଜୀବନ ହର୍ଷୋଲ୍ଲାସର ବାତାବରଣ ବନି ରହିବ। ମାତାଙ୍କର ତରଫରୁ ଲାଭ ହେବ। ଉତ୍ତମ ସୁଖର ପ୍ରାପ୍ତି ହେବ। ସରକାରୀ କାର୍ଯ୍ୟରେ ସଫଳତା ମିଳିବ।

ମୀନ (Pisces): ଆଜି ଆପଣଙ୍କୁ ବାଣୀ ଏବଂ ବର୍ତନୀରେ ସଂଯମତା ରଖିବା ପାଇଁ ଉପଦେଶ। ଶତ୍ରୁମାନଙ୍କଠାରୁ ସାବଧାନ ରହିବେ। ସ୍ଵାସ୍ଥ୍ୟ ମାମଲାରେ ଦାୟିତ୍ୱହୀନତାରୁ ବଞ୍ଚନ୍ତୁ। ଗୁଢ଼ ବିଦ୍ୟା ଏବଂ ଜ୍ଞାନ ପ୍ରାପ୍ତ କରିବା ପାଇଁ ଦିନ ଭଲ ଅଟେ। ମଧ୍ୟାହ୍ନ ପରେ ବିଦେଶରେ ସ୍ଥିତ ମିତ୍ର ତଥା ସ୍ନେହୀଜନମାନଙ୍କର ସମାଚାର ଆପଣଙ୍କୁ ମିଳିବ। ବ୍ୟବସାୟସ୍ଥଳ ଉପରେ ସହଯୋଗ ମିଳିବ। କୌଣସି ଲେକଙ୍କ ସାଥିରେ ବାଦ-ବିବାଦରେ ନ ପଡ଼ିବା ପାଇଁ ଉପଦେଶ।

Leave a Reply

Your email address will not be published. Required fields are marked *