ବିଶ୍ୱ ମାନବାଧିକାର ସୁରକ୍ଷା ସଂଘର ତାଳଚେର କାର୍ଯ୍ୟାଳୟ ଉଦଘାଟିତ

ତାଳଚେର, ୧୮/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବିଶ୍ୱ ମାନବାଧିକାର ସୁରକ୍ଷା ସଂଘର ତାଳଚେର ଶାଖା କାର୍ଯ୍ୟାଳୟ ବୁଧବାର ଦିନ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଦ୍ୱାରା ଆନୁଷ୍ଠାନିକଭାବେ ଉଦଘାଟିତ ହୋଇଯାଇଛି। ଶିଳ୍ପନଗରୀ ତାଳଚେରରେ ବସବାସ କରୁଥିବା ଜନସାଧାରଣ ଉକ୍ତ କାର୍ଯ୍ୟାଳୟ ସ୍ଥାପିତ ହେବାଦ୍ୱାରା ବହୁଭାବେ ଲାଭାନ୍ୱିତ ହୋଇପାରିବେ ବୋଲି ଶ୍ରୀ ପ୍ରଧାନ ନିଜ ପ୍ରତିକ୍ରିୟା ଆଶାବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ସଂଘ ପକ୍ଷରୁ ‘ପ୍ରଦୁଷଣର ଭୟାବହତାରୁ ତାଳଚେର ବଂଚାଓ’ଶୀର୍ଷକ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ବିଶ୍ୱ ମାନବାଧିକାର ସୁରକ୍ଷା ସଂଘର ଓଡ଼ିଶା ରାଜ୍ୟ ସଭାପତି ଡ.ଅଭିନ୍ନ କୁମାର ହୋତା ମୁଖ୍ୟ ଅତିଥବଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ଆଲୋଚନାଚକ୍ରକୁ ଉଦଘାଟନ କରିଥିଲେ। ପରିବେଶ…

"ବିଶ୍ୱ ମାନବାଧିକାର ସୁରକ୍ଷା ସଂଘର ତାଳଚେର କାର୍ଯ୍ୟାଳୟ ଉଦଘାଟିତ"