କଳାହାଣ୍ଡି ; ବିଧାୟକଙ୍କ ଧମକ ଘଟଣା ରେ ଏତାଲା । ରାଜନୈତିକ ଷଡଯନ୍ତ୍ର ।

କଳାହାଣ୍ଡି – (ଓଡିଆପୁଅ) ୩୦/୦୭ ସର୍ବସାଧାରଣ କାର୍ଯ୍ୟକ୍ରମରେ ସଭା ମଝିରେ ଜଣେ ଦିବ୍ୟାଙ୍ଗଙ୍କୁ ଜୁନାଗଡ ବିଧାୟକ ଧମକ ଦେବା ଘଟଣା ସଂପର୍କରେ ଏକ ସଂକ୍ଷିପ୍ତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ଘଟଣା ସମଗ୍ର ଜିଲ୍ଲାରେ ମୂକ୍ୟ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଳଟିଛି । ଭାଇରାଲ ହୋଇଥିବା ଉକ୍ତ ଭିଡିଓରେ ଜୁନାଗଡ ବିଧାୟକ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ଯୋଜନା ଏବଂ ସେମାନେ କିପରି ଲୋକଙ୍କ ପାଇଁ କାମ କରୁଛନ୍ତି ସେସବୁ ସଂପର୍କରେ ସଭାରେ ବର୍ଣ୍ଣନା କରୁଥିବା ବେଳେ ଜଣେ ଲୋକ ଅଶ୍ଳିଳ ଭାଷା ପ୍ରୟୋଗ କରିବା ପୂର୍ବକ ପ୍ରତିବାଦ କରିଥିବା ପ୍ରଦର୍ଶିତ ହୋଇଥିବା ପ୍ରକାଶ । ଏଭଳି ପ୍ରତିବାଦ କରୁଥିବା ଲୋକଙ୍କୁ ବିଧାୟକ ମାରିଦେବି…

"କଳାହାଣ୍ଡି ; ବିଧାୟକଙ୍କ ଧମକ ଘଟଣା ରେ ଏତାଲା । ରାଜନୈତିକ ଷଡଯନ୍ତ୍ର ।"