ବି.କେ.ଟ୍ରେଡ଼ର୍ସ ପକ୍ଷରୁ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ଉତ୍ସବ

ତାଳଚେର, ୫/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବି.କେ.ଟ୍ରେଡ଼ର୍ସ ତଥା ରୁଚି ମସଲା ଡିଲର ବନ୍ତଳା, ଅନୁଗୋଳ ପକ୍ଷରୁ ଆଜି ପୂର୍ବାହ୍ନରେ ତାଳଚେର ହାଟତୋଟାସ୍ଥିତ ହୋଟେଲ ବୃନ୍ଦାବନ ସମ୍ମିଳନୀ କକ୍ଷଠାରେ ଏକ ବନ୍ଧୁ ମିଳନ ତଥା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବି.କେ.ଟ୍ରେଡ଼ର୍ସ ସହ ୩୩ ବର୍ଷର ସଫଳତାର ଯାତ୍ରାରେ ସହଯୋଗୀ ପାଲଟିଥିବା ତାଳଚେର ବଡ଼ ବଜାର, ହାଟତୋଟା, ଡେରା, ଜାମ୍ବୁବାହାଳୀ, ଥର୍ମାଲ, ସାଉଥବଲଣ୍ଡା, ଶର୍ମାଛକ ଆଦି ଅଂଚଳର ବ୍ୟବସାୟୀ, ରିଟେଲର, ହୋଲସେଲରମାନେ ଏଥିରେ ଯୋଗ ଦେଇ ଭାବ ବିନିମୟ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପୂରୀ ଗୋବର୍ଦ୍ଧନ ପୀଠାଧୀଶ ଶ୍ରୀମଦ୍ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କର ରାଷ୍ଟ୍ରୀୟ ସମ୍ପର୍କ ସଚିବ ପଣ୍ଡିତ ମାତୃପ୍ରସାଦ ମିଶ୍ର, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସମାଜସେବୀ ସୁଶାନ୍ତ…

"ବି.କେ.ଟ୍ରେଡ଼ର୍ସ ପକ୍ଷରୁ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ଉତ୍ସବ"