ପାଇକାରପୁର ଜଙ୍ଗଲରୁ ଯୁବକ ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର

ଯାଜପୁର, ୧୬/୫(ଓଡିଆପୁଅ/ମାନସ ରାଉତ) ଧର୍ମଶାଳା ଥାନା ଅନ୍ତର୍ଗତ କଂଟିଗଡିଆ ପଂଚାୟତ ପାଇକାରାପୁର ଗ୍ରାମ ଉପର ସରଂକ୍ଷିତ ଜଙ୍ଗଲରୁ ବୁଧବାର ସକାଳୁ ଦୁଇଜଣ ଯୁବକ ଯୁବତୀଙ୍କ ଝୁଲନ୍ତା ଶବ ପୋଲିସ ଉଦ୍ଧାର କରିଛି। ସୂଚନା ଥାଉକି ଉଭୟ ପରସ୍ପରଙ୍କୁ ଭଲପାଇଥିଲେ। ଦୁଇଜଣ ଅଲଗା ଅଲାଗ ଜାତିର ହୋଇଥିବାରୁ ବିବାହରେ ଅସୁବିଧା ହେତୁ ସେମାନେ ଆତ୍ନହତ୍ୟା କରିଥାଇପାରନ୍ତି ବୋଲି ଆଲୋଚନା ହେଉଥିବା ବେଳେ ଉଭୟଙ୍କ ପରିବାର ବର୍ଗଙ୍କ ବିରୋଧ ହେତୁ ସେମାନେ ଆତ୍ମହତ୍ୟା କରିଛନ୍ତି ବୋଲି ଆଲୋଚନା ହେଉଛି। ତେବେ ଏହା ଅତ୍ମହତ୍ୟ କରିଥିବା ସ୍ଥାନରେ ଉଭୟ ଗୋଟିଏ ଲମ୍ବା ଦଉଡି ସାହାର୍ଯ୍ୟରେ ଝୁଲୁଥିବାର ଦେଖିବାକୁ ମିଳିବା ସହିତ ଝିଅଟି ପାଦରେ ଅଳତା ପିନ୍ଧିଛି। ପୁଅଟି ଗୋଡରେ ହେଳେ…

"ପାଇକାରପୁର ଜଙ୍ଗଲରୁ ଯୁବକ ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର"