ସେମିଲିଗୁଡାର ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କଲେ

କୋରାପୁଟ ; ତା୩୧-୦୮-୧୮(ଓଡିଆପୁଅ /ରଂଜନ କୁମାର ଦାସ)ସେମିଲିଗୁଡା ବ୍ଲକର ଜନେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସେମିଲିଗୁଡା ବ୍ଲକ ଅନ୍ତର୍ଗତ ମାଲିମାରଲା ଗ୍ରାମର ବଳରାମ ଗୁଣ୍ଠା ଗତକାଲି ରା୍ତ୍ରୀରେ ମୂଷାମରା ମେଡିସିନ ପିଇଦେବା ପରେ ଗୁରୁତର ଭାବେ ପରିବାର ଲୋକେ ପ୍ରଥମେ କୁନ୍ଦୁଲି ଡାକ୍ତରଖାନାରେ ଭର୍ତି କରିଥିଲେ ।ଅବସ୍ଥା ଗୁରୁତର ହେବାରୁ କୋରାପୁଟ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।କୋରାପୁଟ ହସପିଟାଲରେ ତାର ମୃତ୍ୟୁ ହୋଇଥିଲା । କୋରାପୁଟଠାରେ ଶବ ବ୍ୟବଛେଦ କରାଯାଇ ପରିବାର ଲୋକେ ମହାପ୍ରୟାଣ ଗାଡିରେ ମୃତଦେହ ନିଜ ଗ୍ରାମକୁ ନେଇଥିଲେ ।ବଲରାମ ଅଦା ଓ ଧାନ ଚାଷ କରିଥିଲେ ।ଗତ ଲଗାଣ ବର୍ଷାରେ ତାର ଫସଲ ନଷ୍ଟ ହୋଇଯାଇଥିଲା…

"ସେମିଲିଗୁଡାର ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କଲେ"

ନାବାଳିକାର ଆତ୍ମହତ୍ୟା ; ମଶାଣିରୁ ପୋଲିସ ଜବତ କଲା ମୃତଦେହ

କୋରାପୁଟ ; ତା୧୨-୦୮-୧୮(ଓଡିଆପୁା/ରଂଜନ କୁମାର ଦାସ)ଦଶମନ୍ତପୁର ବ୍ଲକ ଲୁଲା ପଂଚାୟତ ବନ୍ଧଗୁଡା ଗ୍ରାମର ଜଣେ ୧୫ବର୍ଷର ନାବାଳିକା ଲୋକଲଜ୍ୟାକୁ ସହିନପାରି ଆତ୍ମହତ୍ୟା କରିବା ପରେ ପରିବାର ଲୋକେ କାହାକୁ ନଜଣାଇ ଶବ ସକ୍ରାର କରୁଥିବାବେଲେ ପୁଲିସ ପହଂଚି ମୃତଦେହ ଜବତ କରିଛି । ବନ୍ଧଗୁଡା ଗ୍ରାମର ନାବାଳିକାଙ୍କ ସହ ସେହି ଗ୍ରାମର ଜଣେ ବ୍ୟକ୍ତି ସହ ଅନୈତିକ ଶାରୀରିକ ସମ୍ପର୍କ ରଖିିଥିଲେ ବୋଲି ଜଣାପଡିଛି । ନାବାଳିକା ଜଣକ ଗର୍ଭବତୀ ହେବାରୁ କୌଣସି ପ୍ରକାରେ ସେ ଗର୍ଭପାତ କରାଇ ନେଇଥିଲେ । ତେବେ ଘଟଣାଟି ସ୍ଥାନୀୟ ଅଂଚଳରେ ପଚାର ୍ର ହୋଇ ଯିବାରୁ ଶନିବାର ରାତିରେ ନାବାଳିକା ଜଣକ ନିଜ ଘରେ ବେକରେ ରଶି ଦେଇ…

"ନାବାଳିକାର ଆତ୍ମହତ୍ୟା ; ମଶାଣିରୁ ପୋଲିସ ଜବତ କଲା ମୃତଦେହ"

ଗଛରେ ଝୁଲି ଯୁବକଙ୍କ ଆତ୍ମହତ୍ୟା

କୋରାପୁଟ ; ତା୧୪-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଟାଉନ ଥାନା ଲାଣ୍ଡିଗୁଡା ନିକଟରେ ଜଣେ ଯୁବକ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଜଣକ ଛତିଶଗଡର ପ୍ରଦୀପ କୁମାର ବୋଲି ପୋଲିସ କହିଛି। ମୃତ ପ୍ରଦୀପ ଓ ଅନ୍ୟ ଜଣେ ସାଙ୍ଗ ମାଲକାନଗିରିରେ ଏକ ଘରୋଇ ଅନୁଷ୍ଠାନରେ କାମ କରୁଥିଲେ। ଘରକୁ ଯିବା ପାଇଁ ଉଭୟେ ଶୁକ୍ରବାର ଦିନ ବାହାରି ଟିଟିଲାଗଡ ଯାଏ ଟ୍ରେନରେ ଟିକଟ କାଟିଥିଲେ। କିନ୍ତୁ କୌଣସି କାରଣରୁ ପ୍ରଦୀପ କୋରାପୁଟରେ ଓହ୍ଲାଇ ରହି ଯାଇଥିବାବେଳେ ତାଙ୍କ ସାଙ୍ଗ ଟ୍ରେନରେ ଚାଲି ଯାଇଥିବା ଜଣା ପଡିଛି। ତେବେ ଆଜି ସକାଳେ ଲାଣ୍ଡିଗୁଡାରେ ଜାତୀୟ ରାଜପଥ କଡରେ ଏକ ଆମ୍ବ…

"ଗଛରେ ଝୁଲି ଯୁବକଙ୍କ ଆତ୍ମହତ୍ୟା"

ଯୁବକଙ୍କ ଆତ୍ମହତ୍ୟା

କୋରାପୁଟ ; ତା୧୨-୦୪-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ଟାଉନ ଥାନା ଅନ୍ତର୍ଗତ ସିନେମା ହଲ ସାହିରେ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ମିଳିଛି । ମୃତ ଯୁବକ ଜଣକ ନିକଟସ୍ଥ ସାହିର ପି.କେ.ପାଙ୍ଗି(୨୨) ବୋଲି ଜଣା ପଡିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କାଲି ବିଳମ୍ବିତ ରାତି ଯାଏ ମୃତ ପି.କେ.ପାଙ୍ଗି ମଦ୍ୟ ପାନ କରି ସେ ମରିଯିବେ ବୋଲି କହୁଥିଲେ । ଆଜି ସକାଳେ ସାହିର କେତେକ ମହିଳା ଶୌଚ ନିମନ୍ତେ ଯାଉଥିବାବେଳେ ଏକ ତେନ୍ତୁଲି ଗଛରେ ପିକେର ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ । ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ…

"ଯୁବକଙ୍କ ଆତ୍ମହତ୍ୟା"

ଯୁବତୀଙ୍କ ଆତ୍ମହତ୍ୟା

କୋରାପୁଟ ; ତା୧୧-୦୪-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ଜିଲା ସୁନାବେଡା ଥାନା ଚୁଆଁପୁଟ ଗ୍ରାମରେ ଜଣେ ୨୫ବର୍ଷିୟା ଯୁବତୀ ଆତ୍ମହତ୍ୟା କରିଥିବା ଜଣା ପଡିଛି। ମୃତ ଯୁବତୀ ଜଣକ କୋରାପୁଟ ସଦର ଥାନା ମାଝିଗୁଡା ଗ୍ରାମର ଲକ୍ଷ୍ମୀ ଗଲୋରୀ(୨୫) ବୋଲି ଜଣା ପଡିଛି। ମୃତ ଲକ୍ଷ୍ମୀ କିଛି ଦିନ ପୂର୍ବରୁ ମାଁଙ୍କ ସହିତ ଚୁଆଁଗୁଡାରେ ଥିବା ସମ୍ପର୍କୀୟ ଘରକୁ ବୁଲିବାକୁ ଆସିଥିଲେ। ଆଜି ଅପରାନ୍ନରେ ଗାଁ ମୁଣ୍ଡରେ ଥିବା ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବାବେବଲେ ସେ ଜଣେ ମାନସିକ ବିକାର ଗ୍ରସ୍ତ ରୋଗୀ ବୋଲି ସମ୍ପର୍କୀମାନେ କହିଛନ୍ତି। ସୁନାବେଡା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ…

"ଯୁବତୀଙ୍କ ଆତ୍ମହତ୍ୟା"