ଖୋଲା ଆକାଶ ତଳେ ରୋଗୀ ସଂପର୍କିୟଙ୍କ ରୋଷେଇ

କୋରାପୁଟ ; ତା୨୨-୦୬-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ନୂତନ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ୟୁନିଟ ଖୋଲାଯାଇ ରୋଗୀ ଚିକିତ୍ସିତ ହେଉଛନ୍ତି।କୋରାପୁଟ ଜିଲ୍ଲାରେ ବିଶେଷ କରି ମାଳି ସଂପ୍ରଦାୟର ଲୋକମାନେ ବାହାରେ ଖାଦ୍ୟ ଖାଇନ୍ତି ନାହିଁ ନିଜେ ରୋଷେଇ କରି ଖାଆନ୍ତି।କିନ୍ତୁ ମହିଳା ଓ ଶିଶୁ ରୋଗୀଙ୍କ ସାଥିରେ ଆସିଥିବା ମାଳି ତଥା ଅନ୍ୟାନ୍ୟ ସଂପ୍ରଦାୟର ଲୋକମାନେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ୟୁନିଟ ବାହାରେ ଖୋଲା ଆକାଶ ତଳେ ଖାଦ୍ୟ ରାନ୍ଧୁଥିବା ନଜର କରାଯାଇଥିଲା।ସେମାନେ ନିଜ ସାଥିରେ ପନିପରିବା, ଚାଉଳ ଓ କାଠ ନେଇ ଆସି ଏଠାରେ ରୋଷେଇ କରୁଥିବା ଦେଖାଯାଇଥିଲା।ୟୁନିଟର ୨ ପାଶ୍ୱରେ…

"ଖୋଲା ଆକାଶ ତଳେ ରୋଗୀ ସଂପର୍କିୟଙ୍କ ରୋଷେଇ"