ସେମିଲିଗୁଡାକୁ ଉପଖଣ୍ଡ ମାନ୍ୟତା ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ 

କୋରାପୁଟ ; ତା୦୭-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)ସେମିଲିଗୁଡାକୁ ଉପଖଣ୍ଡ ମାନ୍ୟତା ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ସେମିଲିଗୁଡା ନାଗରିକ କମିଟି ପ୍ରଦାନ କରିଥିବା ଜଣାପଡିଛି।ଦେଶର ୨ ନବରତ୍ନ କଂପାନୀ ହାଲ ଓ ନାଲକୋ ମଧ୍ୟରେ ସେମିଲିଗୁଡା ସହର ଅବସ୍ଥାପିତ ଯେଉଁଥିରେ ୫୦ ହଜରା ଜନବସତି ଥିବା ସେମାନେ ଦର୍ଶାଇବା ସହ ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟୀ ହବ ବୋଲି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ସେମିଲିଗୁଡା ମଧ୍ୟରେ ୪ ଟି ବ୍ଲକ, ୩ ଟି ତହସିଲ, ଅନେକ ଇଂଜିନିୟରିଂ କଲେଜ, ପ୍ରାଥମିକ ବିଦ୍ୟାଳୟ ଓ ହାଇସ୍କଲ ଏବଂ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରହିଥିବା ଉଲ୍ଲେଖ କରାଯାଇଛି।କୋଟିଆଟାରୁ ଆରମ୍ଭ କରି ଚାଟୁଆ, ଲକ୍ଷ୍ମିପୁର,…

"ସେମିଲିଗୁଡାକୁ ଉପଖଣ୍ଡ ମାନ୍ୟତା ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ "