କଳାହାଣ୍ଡି ; ଅଗଷ୍ଟ କ୍ରାନ୍ତୀ ଦିବସରେ ସରପଂଚ ଓ ୱାର୍ଡ ମେମ୍ବରଙ୍କ ବିଶାଳ ଶୋଭାଯାତ୍ରା।

କଳାହାଣ୍ଡି ୦୯/୦୮/୨୦୧୮ (ଓଡିଆ ପୁଅ) କଳାହାଣ୍ଡି ଜିଲ୍ଲା ଜୁନାଗଡ ବିଧାନସଭାକ୍ଷେତ୍ର ଅନ୍ତର୍ଗତ ଜୁନାଗଡ ବ୍ଲକ ଓ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଅଧିକାଂଶ ଗ୍ରାମପଂଚାୟତ ୱାର୍ଡ ସଭ୍ୟ-ସଭ୍ୟା ତଥା ସରପଂଚ ମାନଙ୍କ ତରଫରୁ ଏକ ଛଅ ଦଫା ଦାବି ପତ୍ର ମାନ୍ୟବର ଓଡିଶା ସରକାରଙ୍କୁ ଜୁନାଗଡ ବିଡିଓଙ୍କ ମାଧ୍ୟମରେ ଦାଖଲ କରାଯାଇଛି। ଗଣତନ୍ତ୍ରର ତୃଣମୂଳ ସ୍ତରର ପ୍ରତିନିଧି ଭାବେ ଜନସାଧାରଣ ନିର୍ବାଚିତ କରିଥିବା ୱାର୍ଡ ସଭ୍ୟ-ସଭ୍ୟା ତଥା ସରପଂଚ ମାନଙ୍କ ଏକ ବିରାଟ ସମାବେଶ ଜୁନାଗଡ ଲଙ୍କେଶ୍ୱରୀ ମନ୍ଦିରରୁ ବାହାରି ସହର ପରିକ୍ରମା କରି ଦାବି ପତ୍ର ଦେବାପରେ ସ୍ଥାନୀୟ ଆରଏମସି ବଜାର ପ୍ରାଙ୍ଗଣରେ ପହଂଚିଥିଲା। ଜୁନାଗଡ ଓକିଲ ସଂଘ ସଭାପତି ହିମାଂଶୁ ବରାଡ ଙ୍କ ଆହ୍ୱାନରେ…

"କଳାହାଣ୍ଡି ; ଅଗଷ୍ଟ କ୍ରାନ୍ତୀ ଦିବସରେ ସରପଂଚ ଓ ୱାର୍ଡ ମେମ୍ବରଙ୍କ ବିଶାଳ ଶୋଭାଯାତ୍ରା।"