ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ବ୍ୟବସାୟୀ ସଂଘର ବିକ୍ଷୋଭ

କଳାହାଣ୍ଡି-୨୯-୭ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା)ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ଗତ ୨୭ ତାରିଖ ଦିନ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ସ୍ଥାନୀୟ ବ୍ୟବସାୟୀ ସଂଘ ପକ୍ଷରୁ ଏକ ସହର ପରିକ୍ରମା କରାଯାଇ ପୋଲିସ ଅଧିକ୍ଷକଙ୍କ ଉଦ୍ଦେଶ୍ୟରେ ଏସଡିପିଓଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା। ସହରରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଦିନକୁ ଦିନ ଚୋରୀ, ଡକାୟତି, ଲୁଟ ତରାଜ ଭଲି ଅନେକ ଘଟଣାମାନ ଘଟୁଛି। ଏଥିପାଇଁ ସହରବାସୀ ତଥା ବ୍ୟବସାୟୀ ମାନେ ନିରାପଦ ମଣୁନାହାନ୍ତି। ସହରର ମୁଖ୍ୟ ରାସ୍ତାରେ ଥିବା ବ୍ୟବସାୟୀ ସତ୍ୟନାରାୟଣ ମୁଣ୍ଡ ଗୁରବାର ରାତି ୯ଟାରେ ଦିକାନ ବନ୍ଦ କରି ଟଙ୍କା ବେଗ ଧରି ଘରକୁ…

"ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ବ୍ୟବସାୟୀ ସଂଘର ବିକ୍ଷୋଭ"