୨୪ ଘଣ୍ଟାରେ ଜିଲାରେ ୧୨୯୨ ମି.ମି. ବର୍ଷା

କୋରାପୁଟ ୨୧-୦୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଗତ ୨୪ ଘଣ୍ଟାରେ କୋରାପୁଟ ଜିଲାରେ ୧୨୯୨.୨ ମିମି ବର୍ଷା ହୋଇଥିବାବେଳେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଜିଲାର ବିଭିନ୍ନ ଜଳଭଣ୍ଡାରର ଜଳପତନ ବୃଦ୍ଧି ପାଇଥିବାରୁ ପ୍ରଶାସନ ତତ୍ପର ହୋଇଛି। ବର୍ଷାଜଳ ନିଷ୍କାସନ ପାଇଁ ଉପର କୋଲାବ ଜଳ ଭଣ୍ଡାରର ୨ଟି ଗେଟ୍ ଖୋଲା ଯାଇଥିବାବେଳେ ମାଛକୁଣ୍ଡର ୩ଟି ଗେଟ୍ ଖୋଲା ଯାଇଥିବା ଜଣା ପଡିଛି। ତେବେ ୨୧ ଓ ୨୨ରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଆସନ୍ତା ଦିନରେ ଅଧିକ ପାଣି ଛଡା ଯିବାକୁ ଆଉ କେତୋଟି ଗେଟ୍ ଖୋଲା ଯାଇ ପାରେ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। ସୂଚନା ଅନୁଯାୟୀ, ୨୪ ଘଣ୍ଟା…

"୨୪ ଘଣ୍ଟାରେ ଜିଲାରେ ୧୨୯୨ ମି.ମି. ବର୍ଷା"

୨୪ ଘଂଟାରେ ଜିଲାରେ ୩୨୮.୪ମିମି ବର୍ଷା

କୋରାପୁଟ ; ତା୨୨-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ରବିବାର ବର୍ଷାର ପରିମାଣ କମି ଯାଇଛି। ଫଳରେ ଲୋକେ ବର୍ଷା ବିତ୍ପାତରୁ ରକ୍ଷା ପାଇଥିବେବେଳେ ଆଶ୍ୱସ୍ତ ମନେ କରିଛନ୍ତି। ବର୍ଷା କମି ଯାଇଥିବାରୁ ଜିଲାର ବିଭିନ୍ନ ସ୍ଥାନରେ ହୋଇଥିବା ବାହୁଡା ଯାତ୍ରା ଦେଖିବା ନିମନ୍ତେ ପ୍ରବଳ ଜନ ସମାଗମ ହୋଇଛି। ସୂଚନା ଅନୁଯାୟୀ, ୨୪ ଘଂଟା ମଧ୍ୟରେ ଦଶମନ୍ତପୁର ବ୍ଲକରେ ସର୍ବାଧିକ ୫୩ ମିମି ବର୍ଷା ହୋଇଥିବାବେଲେ ନନ୍ଦପୁରରେ ସବୁଠାରୁ କମ୍ ମାତ୍ର ୯.୬ ମିମି ବର୍ଷା ହୋଇଛି। ସେହିପରି କୋରାପୁଟରେ ୨୨ ମିମି ବର୍ଷା ହୋଇଥିବାବେଳେ ଲମତାପୁଟରେ ୨୨, ପଟ୍ଟାଙ୍ଗିରେ ୧୧, ବନ୍ଧୁଗାଁରେ ୨୯.୨,, ନାରାୟଣପାଟଣାରେ ୧୫.୨, ଲକ୍ଷ୍ମୀପୁରରେ ୩୦, ସେମିଲିଗୁଡାରେ ୧୮, ଜୟପୁରରେ ୨୯,…

"୨୪ ଘଂଟାରେ ଜିଲାରେ ୩୨୮.୪ମିମି ବର୍ଷା"

କୋରାପୁଟରେ ଲଗାଣ ବର୍ଷା, ଜନଜୀବନ ପ୍ରଭାବୀତ

କୋରାପୁଟ ; ତା୧୬-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଗତ ୨୪ ଘଂଟାରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁଁ ଜ ଜୀବନ ପ୍ରଭାବୀତ ହୋଇଛି। ଲଗାଣ ବର୍ଷା ଫଳରେ ଲୋକେ ଘରୁ ବାହାରି ପାରିନଥିବାବେଳେ ଦେଖିବାକୁ ମିଳିଛି। ଜିଲାଜରୁରୀ କାଳୀନ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଲଗାଣ ବର୍ଷା ଯୋଗୁଁ ଜିଲାର ବୋରିଗୁମା ତହସିଲ ରଣସପୁରରେ ଗୋଟିଏ ଓ ଗୁଜୁନିଗୁଡା ଗ୍ରାମରେ ୨ଟି, ବୈପାରିଗୁଡା ତହସିଲରେ ଗୋଟିଏ ଓ ମାଛକୁଣ୍ଡ ତହସିଲରେ ୨ଟି ଘର ଭାଙ୍ଗିଥିବା ଜଣାପଡିଛି। ସେହିପରି କୁନ୍ଦୁରା ବ୍ଲକର କେରମେଟିରେ ସାପ କାମୁଡାରେ ଜଣେ ପ୍ରାଣ ହରାଇଥିବାବେଳେ ଜିଲାର ଅନ୍ୟ କୌଣସି ଅଂଚଳରେ କୌଣସି ଧନଜୀବନ କ୍ଷୟକ୍ଷତିର ସୂଚନା ନଥିବା ଜଣା…

"କୋରାପୁଟରେ ଲଗାଣ ବର୍ଷା, ଜନଜୀବନ ପ୍ରଭାବୀତ"