ଶିଶୁଙ୍କର ଲାଳନ ପାଳନ ଜେଜେ ଜେଜେମା’ କିମ୍ବା ଅଜା ଆଇଙ୍କର ଦାୟୀତ୍ୱ ନୁହେଁ: ଫ୍ୟାମିଲି କୋର୍ଟ

ପୁଣେ ୨୩ ମଇ (ଓଡ଼ିଆ ପୁଅ) ଶିଶୁଙ୍କର ମାତା-ପିତାଙ୍କୁ ଏହା ବୁଝିନେବା ଆବଶ୍ୟକଯେ, ଜେଜେ-ଜେଜେମା’ ନାତି ନାତୁଣୀଙ୍କର ବେବୀସିଟର ନୁହଁନ୍ତି। ଜେଜେ-ଜେଜେମା’ଙ୍କୁ ନାତି ନାତୁଣୀଙ୍କର ପାଳନର ଦାୟୀତ୍ୱ ବୋଲି ଭାବିବା ଠିକ ନୁହେଁ। ଏହି କଥା ପୁଣେ ଫ୍ୟାମିଲି କୋର୍ଟ କହିଛନ୍ତି। ସୂଚନାମତେ, ପାରିବାରିକ ନ୍ୟାୟାଳୟରେ ଜଣେ ମହିଳା ଭରଣ-ପୋଷଣ ପାଇଁ ଅପିଲ କରିଥିଲେ। ମହିଳା ଜଣକ ସେଥିରେ ଉଲ୍ଲେଖ କରିଥିଲେ କି ତାଙ୍କର ଶାଶୁ-ଶ୍ୱଶୁର ତା’ଙ୍କ ଶିଶୁର ଯତ୍ନ ନେଉନାହାଁନ୍ତି ସେଥିପାଇଁ ସେ ନିଜର ଶିଶୁକୁ କ୍ରେଚରେ ରଖିବାକୁ ବାଧ୍ୟ ହେଉଛନ୍ତି। ଏହି କଥାରେ ନ୍ୟାୟାଳୟ ତାଙ୍କୁ ଏହିପରି କହିଥିଲେ। ଜେଜେ-ଜେଜେମା’ କିମ୍ବା ଅଜା-ଆଈଙ୍କ ଉପରେ ଚାପ ପକାଇ ପାରିବେ ନାହିଁ କୋର୍ଟ କହିଲେ…

"ଶିଶୁଙ୍କର ଲାଳନ ପାଳନ ଜେଜେ ଜେଜେମା’ କିମ୍ବା ଅଜା ଆଇଙ୍କର ଦାୟୀତ୍ୱ ନୁହେଁ: ଫ୍ୟାମିଲି କୋର୍ଟ"