ତ୍ରୀମୁଖି ଲଢେଇ ଆଗକୁ ଅଗ୍ରସର ଓଡିଶା ରାଜନୀତି

ଭୁବନେଶ୍ୱର ୨୦-୪ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ସବୁ କଳ୍ପନାଜଳ୍ପନାର ଅବସାନ ପରେ ନିରଞ୍ଜନ ପଟ୍ଟନାୟକ ଓଡିଶା କଂଗ୍ରେସର ମଙ୍ଗ ଧରିଲେ। ଦୀର୍ଘ ପାଞ୍ଚ ବର୍ଷ ପରେ ସେ ପୁନର୍ବାର ଓଡିଶାର କଂଗ୍ରେସ ସଭାପତି ପଦରେ ଅଧିଷ୍ଠିତ ହୋଇଛନ୍ତି। ସେ ସଭାପତି ହେଲା ପରେ ଓଡିଶା କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଡୁବି ଯାଇଥିବା ଓଡିଶା କଂଗ୍ରେସ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବ ବୋଲି ଆଶା କରାଯାଉଛି। ପୂର୍ବରୁ ନିରଞ୍ଜନ ସଭପତି ଦାୟିତ୍ୱରେ ଥିଲେ। ସେହି ସମୟରେ କଂଗ୍ରେସ ସୁଧୁରି ଆସିଥିଲା। ଶାସକ ବିଜେଡିର ଏକ ମୁଖ୍ୟ ପ୍ରତିଦ୍ୱନ୍ଦୀ ଭାବରେ ଉଭା ହୋଇ ଆସୁଥିଲା। ତାଙ୍କ ସମୟରେ କଂଗ୍ରେସ…

"ତ୍ରୀମୁଖି ଲଢେଇ ଆଗକୁ ଅଗ୍ରସର ଓଡିଶା ରାଜନୀତି"

ଛକାପଞ୍ଜାରେ ବିଜେପି ଓ କଂଗ୍ରେସ

ଭୁବନେଶ୍ୱର ୧୬- ୪ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଓଡିଶାରେ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ଦଳ ତରଫରୁ ପ୍ରାକ୍ ପ୍ରସ୍ତୁତି ଏକ ପ୍ରକାର ଆରମ୍ଭ ହୋଇ ଗଲାଣି କହିଲେ ଚଳେ। ବିଜେଡି, କଂଗ୍ରେସ ଓ ବିଜେପି ସମସ୍ତେ ନିଜ ନିଜ ରଣନିତୀ ପ୍ରସ୍ତୁତ କରିବାରେ ବ୍ୟସ୍ତ। କିଏ ଅନ୍ୟ ଦଳରୁ ନେତା ଆମଦାନୀ କରିବାରେ ବ୍ୟସ୍ତ ତ କିଏ ରାଜ୍ୟ ପାଇଁ ବିଭିନ୍ନ ଲୋଭନୀୟ ଯୋଜନା ମାନ ପ୍ରସ୍ତୁତ କରି ଜନସାଧାରଣଙ୍କୁ ଆକୃଷ୍ଟ କରିବାରେ ବ୍ୟସ୍ତ। ତତ୍ସହିତ ସାଂଗଠନିକ ଅଦଳବଦଳ ପାଇଁ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟ ଜୋର୍ସୋର୍ରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିଜେପୁର ପରାଜୟ ପରେ ଉଭୟ କଂଗ୍ରେସ ଓ ବିଜେପିର…

"ଛକାପଞ୍ଜାରେ ବିଜେପି ଓ କଂଗ୍ରେସ"

୨୦୦୦ରେ ୫ ସଚଳ, ୧୨ ଅଚଳ; ୨୦୧୭ରେ ୫ ସଚଳ, ୧୩ ଅଚଳ ସମବାୟ ବିଭାଗର ଶୀତଳ ଭଣ୍ଡାରର ସ୍ଥିତି ରାଜ୍ୟ ସରକାରଙ୍କ ସଫଳତାର ଆଇନା : ବିଜେପି

–    ୨୦୧୫ରେ ତିନି ବର୍ଷରେ ୧୧୨ଟି ଶୀତଳ ଭଣ୍ଡାର ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କୁଆଡେ ଗଲା ବୋଲି ଉତର ମାଗିଲା ବିଜେପି –    ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଗୋଟିଏ ଶୀତଳ ଭଣ୍ଡାରର  କ୍ଷମତା ଯେତିକି ରାଜ୍ୟ ସମବାୟ ବିଭାଗର ଏହି ସଚଳ ୫ଟି  ଶୀତଳ ଭଣ୍ଡାରର କ୍ଷମତା ତା ଠାରୁ ଯଥେଷ୍ଟ କମ, ଏହି ତଥ୍ୟ ସରକାରଙ୍କ ପାଖରେ ଅଛି ତ ? –    ଚାଷୀଙ୍କ ଧାନରୁ କ୍ୱିଂଟାଲ ପିଛା ୨ରୁ ୪ କିଲୋ କାଟିବା ଦ୍ୱାରା  ମିଲରଙ୍କୁ  ମିଳୁଥିବା  ୩୦୫ କୋଟି ଟଙ୍କାରୁ କାହା  କାହା ପକେଟକୁ ଯାଉଛି କେତେ ? –    ୨୦୦  କୃଷକ ବଜାର ପ୍ରତିଶ୍ରୁତିରୁ ପୂରଣ ହେଲା…

"୨୦୦୦ରେ ୫ ସଚଳ, ୧୨ ଅଚଳ; ୨୦୧୭ରେ ୫ ସଚଳ, ୧୩ ଅଚଳ ସମବାୟ ବିଭାଗର ଶୀତଳ ଭଣ୍ଡାରର ସ୍ଥିତି ରାଜ୍ୟ ସରକାରଙ୍କ ସଫଳତାର ଆଇନା : ବିଜେପି"