ଏନ୍.ଟି.ପି.ସି କଣିହାଁ ସୈାଜନ୍ୟରେ ୮୧ତମ ପ୍ରଜାମଣ୍ଡଳ ଦିବସ ପାଳିତ

ତାଳଚେର, ୬/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନ୍.ଟି.ପି.ସି ତାଳଚେର କଣିହାଁ ସୈାଜନ୍ୟରେ ତଥା ତାଳଚେର ସ୍ୱାଧୀନତା ସଂଗ୍ରାମୀ ସ୍ମୃତି କମିଟି, କଣିହାଁ ସହଯୋଗରେ ଆଜି ୮୧ତମ ପ୍ରଜାମଣ୍ଡଳ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କଣିହାଁ ପ୍ରକଳ୍ପର ମହାପ୍ରବନ୍ଧକ (ଇନ ଚାର୍ଜ) ଏ.କେ.ତ୍ରିପାଠୀ, ଏମ୍.ସି.ଏଲ ନିର୍ଦ୍ଦେଶକ (କାର୍ମିକ) ଏଲ୍.ଏନ୍. ମିଶ୍ରା, ନିର୍ଦ୍ଦେଶକ ବୈଷୟିକ, କଣିହାଁ ତହସିଲଦାର ଏବଂ ବିଡିଓ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ତ୍ରିପାଠୀ ଉପସ୍ଥିତ ଜନସାଧାରଣଙ୍କୁ ପ୍ରଜାମଣ୍ଡଳ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଉଲ୍ଲେଖ କରି ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏହି ଦିନରେ ସମ୍ମାନୀତ କରାଯିବା ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ। ଏନ୍.ଟି.ପି.ସି କଣିହାଁ ସଦାସର୍ବଦା ଏଥିରେ ସହଯୋଗ କରିଆସୁଛି ବୋଲି…

"ଏନ୍.ଟି.ପି.ସି କଣିହାଁ ସୈାଜନ୍ୟରେ ୮୧ତମ ପ୍ରଜାମଣ୍ଡଳ ଦିବସ ପାଳିତ"