ପ୍ରଧାନମନ୍ତ୍ରୀ ସଡକ ଯୋଜନା ବାଟବଣା । ଧାର୍ଯ୍ୟ ସମୟରେ ସରିନି ପରିଆ ଗାଁ ରାସ୍ତା କାମ ।

କଳାହାଣ୍ଡି – (ଓଡିଆପୁଅ)୦୫/୦୮/୨୦୧୮ କଳାହାଣ୍ଡି ଜିଲ୍ଲାରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ଏକ ପ୍ରକାର ଠିକାଦାର ପୋଷଣ ଯୋଜନାରେ ପରିଣତ ହୋଇଯାଇଥିବା ସମଗ୍ର ଜିଲ୍ଲାରେ ଚର୍ଚ୍ଚା ହେଉଛି । ଏହି ଯୋଜନାରେ ଏଜେନ୍ସି ମାନଙ୍କ ଚୟନ ପ୍ରକ୍ରୀୟା ସ୍ୱତନ୍ତ୍ର ଥିବା ବେଳେ ସେସବୁ କେବଳ ନାମକୁ ମାତ୍ର ହୋଇପଡିଥିବା ଜଣାପଡୁଛି । ପ୍ରୟ ପ୍ରତ୍ୟେକ ରାସ୍ତାରେ ପାଂଚ ବର୍ଷ ପାଇଁ ରକ୍ଷଣା ବେକ୍ଷଣ କରାଯିବାର ବ୍ୟବସ୍ଥା ଥିବା ବେଳେ ତାହାର ସୁଯୋଗ ନେଇ ଠିକାଦାର-ଯନ୍ତ୍ରୀ ମାନଙ୍କ ମଧୂଚନ୍ଦ୍ରିକା ଯୋଗୁଁ ରାସ୍ତା କାମ ଶେଷ ନହେଉଣୁ ରାସ୍ତାର ରକ୍ଷଣା ବେକ୍ଷଣ କାମ ଆରମ୍ଭ ହେଉଥିବା ଦେଖାଯାଇଥାଏ । ଅନ୍ୟ ପକ୍ଷରେ ଅତୀତରେ ଏହି ଭବାନୀପାଟଣା ଗ୍ରାମ୍ୟ ଉନ୍ନୟନ ବିଭାଗରେ…

"ପ୍ରଧାନମନ୍ତ୍ରୀ ସଡକ ଯୋଜନା ବାଟବଣା । ଧାର୍ଯ୍ୟ ସମୟରେ ସରିନି ପରିଆ ଗାଁ ରାସ୍ତା କାମ ।"