ଛକାପଞ୍ଜାରେ ବିଜେପି ଓ କଂଗ୍ରେସ

ଭୁବନେଶ୍ୱର ୧୬- ୪ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଓଡିଶାରେ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ଦଳ ତରଫରୁ ପ୍ରାକ୍ ପ୍ରସ୍ତୁତି ଏକ ପ୍ରକାର ଆରମ୍ଭ ହୋଇ ଗଲାଣି କହିଲେ ଚଳେ। ବିଜେଡି, କଂଗ୍ରେସ ଓ ବିଜେପି ସମସ୍ତେ ନିଜ ନିଜ ରଣନିତୀ ପ୍ରସ୍ତୁତ କରିବାରେ ବ୍ୟସ୍ତ। କିଏ ଅନ୍ୟ ଦଳରୁ ନେତା ଆମଦାନୀ କରିବାରେ ବ୍ୟସ୍ତ ତ କିଏ ରାଜ୍ୟ ପାଇଁ ବିଭିନ୍ନ ଲୋଭନୀୟ ଯୋଜନା ମାନ ପ୍ରସ୍ତୁତ କରି ଜନସାଧାରଣଙ୍କୁ ଆକୃଷ୍ଟ କରିବାରେ ବ୍ୟସ୍ତ। ତତ୍ସହିତ ସାଂଗଠନିକ ଅଦଳବଦଳ ପାଇଁ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟ ଜୋର୍ସୋର୍ରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିଜେପୁର ପରାଜୟ ପରେ ଉଭୟ କଂଗ୍ରେସ ଓ ବିଜେପିର…

"ଛକାପଞ୍ଜାରେ ବିଜେପି ଓ କଂଗ୍ରେସ"

୧୮ ବର୍ଷର ଅପାରଗ ସରକାରକୁ ହଟାଇ ମୋଦିଙ୍କ ବିକାଶଧାରାରେ ଓଡିଶାକୁ ସାମିଲ କରିବାକୁ ଶାହାଙ୍କ ଆହ୍ୱାନ

– ଓଡିଶାକୁ ପର୍ଯ୍ୟାପ୍ତ କେନ୍ଦ୍ରୀୟ ଆର୍ଥିକ ସହାୟତା ସତ୍ୱେ ଲୋକଙ୍କ ପାଖରେ ମୌଳିକ ସୁବିଧା ପହଂଚାଇବାରେ ନବୀନ ସରକାର ବିଫଳ – ଓଡିଶା ପାଖରେ ସବୁ ଅଛି, ମାତ୍ର ଜଣେ ଭଲ ଶାସକ ନାହାନ୍ତି – ବିଜେଡି ସରକାରକୁ ହଟାଇ ଓଡିଆ ଭାଷା କହିବା ସହ ଓଡିଆଙ୍କ ମନକୁ ବୁଝୁଥିବା ମୋଦିଙ୍କ ଅନୁଗାମୀଙ୍କୁ ଶାସନ ଭାର ପ୍ରଦାନ କରିବାକୁ ସେ ଆହ୍ୱାନ – ରାଜ୍ୟରେ ୭ ପ୍ରତିଶତ ସ୍କୁଲରେ ସବୁ ଶ୍ରେଣୀକୁ ପଢାଇବା ପାଇଁ ମାତ୍ର ଜଣେ ଶିକ୍ଷକ – ୬୬ ପ୍ରତିଶତ ବିଦ୍ୟାଳୟରେ ପ୍ରତି ଶ୍ରେଣୀ ପାଇଁ ଶିକ୍ଷକ ନାହାନ୍ତି – ଦେଶର ଶହେ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡିଶାର କାହିଁକି ଗୋଟିଏ ହେଲେ…

"୧୮ ବର୍ଷର ଅପାରଗ ସରକାରକୁ ହଟାଇ ମୋଦିଙ୍କ ବିକାଶଧାରାରେ ଓଡିଶାକୁ ସାମିଲ କରିବାକୁ ଶାହାଙ୍କ ଆହ୍ୱାନ"