ଏନ୍.ବି.ଇ.ଏମ୍ ଆସେସମେଂଟରେ ଏନ୍.ଟି.ପି.ସି କଣିହାଁକୁ ୧ମ ପୁରସ୍କାର

ତାଳଚେର,୧୩/୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା କଣିହାଁସ୍ଥିତ ଜାତୀୟ ତାପଜ ବିଦୁ୍ୟତ କେନ୍ଦ୍ର (ଏନ୍.ଟି.ପି.ସି) ତାଳଚେର ସୁପର ଥର୍ମାଲ ପାୱାର ଷ୍ଟେସନ ଏନ୍.ଟି.ପି.ସି ବିଜିନେସ୍ ଏକ୍ସଲେନ୍ସ ମଡ଼େଲ (ଏନ୍.ବି.ଇ.ଏମ୍)ଆସେସମେଂଟ ୨୦୧୬-୧୭ରେ ପ୍ରଥମ ପୁରସ୍କାର ହାସଲ କରିଛି । ନୂଆଦିଲ୍ଲୀଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଇଂଟରନେସନାଲ ଓ ଆଣ୍ଡ ଏମ୍ ସମ୍ମିଳନୀରେ ଏନ୍.ଟି.ପି.ସି କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ (ପୂର୍ବାଂଚଳ-୨) ଆର୍.କେ.ଶ୍ରୀବାସ୍ତବ ଏବଂ କଣିହାଁ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ରାମ କୁବେର ଯୋଗ ଦେଇ ମାନ୍ୟବର କେନ୍ଦ୍ର ଶକ୍ତି ଓ ନୂତନ ଏବଂ ନବୀକରଣୀୟ ଉର୍ଜା ମନ୍ତ୍ରୀ ଆର୍.କେ.ସିଂହଙ୍କ ଠାରୁ ଏହି ମର୍ଯ୍ୟଦାଜନକ ପୁରସ୍କାର ଲାଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ପୁରସ୍କାର ପ୍ରଦାନ ସମୟରେ ଏନ୍.ଟି.ପି.ସି ଲିମିଟେଡ଼ର…

"ଏନ୍.ବି.ଇ.ଏମ୍ ଆସେସମେଂଟରେ ଏନ୍.ଟି.ପି.ସି କଣିହାଁକୁ ୧ମ ପୁରସ୍କାର"