୧୨ଘଂଟିଆ ବନ୍ଦ ପାଳନକୁ ତାଳଚେରବାସୀଙ୍କ ପ୍ରତ୍ୟାଖ୍ୟାନ

ତାଳଚେର,୧୨/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ୪ ଦଫା ଦାବୀ ନେଇ ଅନୁଗୋଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ତରଫରୁ ସମଗ୍ର ଜିଲ୍ଲାରେ ୧୨ଘଂଟିଆ ବନ୍ଦ ପାଳନ ତାଳଚେରରେ ପ୍ରଭାବଶୂନ୍ୟ ରହିଥିବାର ଦେଖିବାକୁ ମିଳିଛି । ପୂର୍ବରୁ ସମ୍ପୃକ୍ତ ସଙ୍ଗଠନ ପକ୍ଷରୁ ତାଳଚେର ଅଂଚଳରେ ବନ୍ଦ ପାଳନକୁ ସମର୍ଥନ କରିବାକୁ ନିବେଦନ କରାଯାଇଥିଲେ ମଧ୍ୟ ତାଳଚେରବାସୀ ଏହି ବନ୍ଦ ଆନେ୍ଦାଳନରୁ ନିଜକୁ ଦୂରେଇ ରଖିଥିଲେ । ବିଶେଷକରି ଯୁବ ସମାଜସେବୀ ସଙ୍ଗଠନ,ତାଳଚେର ପକ୍ଷରୁ ତାଳଚେରରେ ଏହି ବନ୍ଦ ପାଳନକୁ ଦୃଢ଼ଭାବେ ବିରୋଧ କରାଯିବ ବୋଲି ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା । ଅନୁଗୋଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ଦ୍ୱାରା ପାଳିତ ବନ୍ଦ ଆନେ୍ଦାଳନରେ ତାଳଚେରର…

"୧୨ଘଂଟିଆ ବନ୍ଦ ପାଳନକୁ ତାଳଚେରବାସୀଙ୍କ ପ୍ରତ୍ୟାଖ୍ୟାନ"