ଭ୍ରଷ୍ଟାଚାରମୁକ୍ତ ସେବା ପରାୟଣ ଓ ନିଷ୍ଠାପର ନେତୃତ୍ୱ ଭିତରେ ସାଧାରଣ ଜନତା ତାର ସ୍ୱପ୍ନ ଦେଖିପାରିବ

ଯାଜପୁର,୧୬/୮ (ଓଡିଆପୁଅ/ଏମ ରାଉତ) ସାଧାରଣ ମଣିଷଟିଏ ତାର ନେତା ଉପରେ ଆସ୍ଥା ରଖି ଶାନ୍ତିରେ ଶୋଇଥାଏ । ଘଡିସନ୍ଧି ସମୟରେ ସମାଜର ବୃହତର ସ୍ୱାର୍ଥ ରକ୍ଷା ପାଇଁ ସେହି ନେତାର ଆହ୍ୱାନରେ ନିଜ ଜୀବନକୁ ତୁଚ୍ଛ କରି ଲଢେଇ କରିଥାଏ । ମହାତ୍ମା ଗାନ୍ଧୀ, ସୁବାଷ ବୋଷ ଉକ୍ରଳମଣୀ ଗୋପବନ୍ଧୁ, ବିଜୁ ପଟ୍ଟନାୟକଙ୍କ ପରି ବ୍ୟକ୍ତତ୍ୱ ଦେଶ ଓ ସାଧାରଣ ଜନତାଙ୍କ ପାଇଁ ସେଭଳି ସମର୍ପିତ ନେତା ଥିଲେ । ଭ୍ରଷ୍ଟାଚାରମୁକ୍ତ ସେବା ପରାୟଣ ଓ ନିଷ୍ଠାପର ନେତୃତ୍ୱ ଭିତରେ ସାଧାରଣ ଜନତା ତାର ସ୍ୱପ୍ନ ଓ ଆଶାକୁ ଦେଖିଥାଏ ବୋଲି ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ ମତ ପ୍ରକାଶ କରିଛନ୍ତି । ଯାଜପୁର ଜିଲ୍ଲାର…

"ଭ୍ରଷ୍ଟାଚାରମୁକ୍ତ ସେବା ପରାୟଣ ଓ ନିଷ୍ଠାପର ନେତୃତ୍ୱ ଭିତରେ ସାଧାରଣ ଜନତା ତାର ସ୍ୱପ୍ନ ଦେଖିପାରିବ"