ଏନ. ସି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଯାଜପୁର, ୧୮/୯( ଓଡିଆପୁଅ/ମାନସ ରାଉତ) ଯାଜପୁର ଜିଲ୍ଲାର ପୁରାତନ ନୃସିଂହ ଚୌଧୁରୀ ମହାବିଦ୍ୟାଳୟ (ଏନ.ସି)ର ଅଟୋନମସ କଟିବା ନେଇ ଆଜି ଛାତ୍ରଛାତ୍ରୀ ମାନେ ଯାଜପୁର ଜିଲ୍ଲାପଳଙ୍କ କାର୍ଯ୍ୟଳୟ ଘେରାଉ କରିବା ସହିତ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଦାବି ପତ୍ରରେ ବିଭିନ୍ନ ଅସୁବିଧା ଏବଂ ସମସ୍ୟା ଗୁଡିକ ଉଲ୍ଲେଖ କରାଯାଇ ଯଥାଶିଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରାଯାଇଛି। ସୂଚନା ମୁତାବକ ଜିଲ୍ଲାର ଏହି ସଂୟ ଶାସିତ ମହାବିଦ୍ୟାଳୟର ୪ବର୍ଷ ହେବ ଅଟୋନମସ କଟିଯାଇଥିବା ବେଳେ ଆଉ ନବୀକରଣ କରାଯାଇନାହିଁ। ଫଳରେ ଛାତ୍ରଛାତ୍ରୀ ମାନଙ୍କ ଫେକ୍ ପ୍ରମାଣପତ୍ର ଧରାଇଦେଇ କଲେଜ କର୍ତୁପକ୍ଷ ବାହାବାହା ନେଉଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଅନ୍ଧାର ଆଡକୁ…

"ଏନ. ସି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ"

ଶିକ୍ଷକ କର୍ମଚାରୀ ମିଳିତ ସଂଘର ପଦଯାତ୍ରା

ଯାଜପୁର, ୧୮/୯( ଓଡିଆ ପୁଅ/ମାନସ ରାଉତ) ବ୍ଲକ ଗ୍ରାଣ୍ଟ ଉଚ୍ଛେଦ ଓ ପୂର୍ଣ୍ଣ ଅନୁଦାନ ଦାବିରେ ଓଡିଶା କର୍ମଚାରୀ ମିଳିତ ସଂଘ ପକ୍ଷରୁ ୩୩ଦିନ ଧରି ଆନ୍ଦୋଳନ ଚାଲୁରହିଛି। ଦୀର୍ଘଦିନ ଧରି ବିଧାନସଭା ସମ୍ମୁଖରେ ଗଣଧାରଣ ଦେବା ପରେ ସରାକର ନଶୁଣିବାରୁ ବାଧ୍ୟ ହୋଇ ଏବେ ସଂଘ ପକ୍ଷରୁ ପ୍ରତି ଗ୍ରାମରେ ପଦଯାତ୍ରା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ନିଷ୍ପତ୍ତି ଅନୁସାରେ ଆଜି ସଂଘ ପକ୍ଷରୁ ବଡଚଣାର ବହୁ ବ୍ଲକ ଗ୍ରାଣ୍ଟ ଶିକ୍ଷକ ଏବଂ କର୍ମଚାରୀ ମାନେ ମଳିତ ହୋଇ ବଡଚଣାର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ। ଛତିଆସ୍ଥିତ ମହାପୂରଷ ହାଡିଦାସ ମହାବିଦ୍ୟାଳୟ ପରିସାରୁ ଏକ ପଦଯାତ୍ରା ବାହାରି ଛତିଆ ବଜାର, ବଡଘୁମୁରୀ, ଗୋପିନାଥପୁର, ଜଗନ୍ନାଥପୁର,…

"ଶିକ୍ଷକ କର୍ମଚାରୀ ମିଳିତ ସଂଘର ପଦଯାତ୍ରା"

ଦୂର୍ଗାପୂଜା ପାଇଁ ପ୍ରସ୍ତତି ବୈଠକ

ଯାଜପୁର, ୧୮/୯( ଓଡିଆ ପୁଅ/ମାନସ ରାଉତ) ଶରଦୀୟ ଦୂର୍ଗାପୂଜା ପାଇଁ ଚଣ୍ଡିଖୋଲ ଦୂର୍ଗାପୂଜା କମିଟିର ଏକ ପ୍ରସ୍ତୁତି ବୈଠକ ଧୀରେନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ କିପରି ଶାନ୍ତିଶୁଙ୍ଖଳା ସହିତ ମାଙ୍କ ପୂଜା, ମୂର୍ତି ପାଇଁ ପବିତ୍ର ମାଟି ଉଠାଣ ତାରିଖ, ସଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। କମିଟି ସମ୍ପାଦକ ତୈଲକନାଥ ନାୟକ ବିବରଣୀ ପାଠ କରିଥିବା ବେଳେ କମିଟିର ସଭ୍ୟା ବିଭୂତି ଭୂଷଣ ଜେନା, ଜଗନ୍ନାଥ ସାମନ୍ତରାୟ, ବିନାୟକ ନାୟକ, କ୍ଷୀରୋଦ ଚନ୍ଦ୍ର ମହାଲା, ରବିନ୍ଦ୍ର ରାଉତ, ଅନିରୁଦ୍ଧ ରାଉତ, ବଜ୍ର କିଶୋର ସ୍ୱାଇଁ ଓ ପ୍ରମୋଦ ଜେନା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ମତାମତ ଦେଇଥିଲେ।

"ଦୂର୍ଗାପୂଜା ପାଇଁ ପ୍ରସ୍ତତି ବୈଠକ"

ନଦୀରୁ ଯୁବତୀ ଉଦ୍ଧାର ପିଉସା ଥାନରେ ଅଟକ

ଯାଜପୁର (ଓଡିଆପୁଅ/ମାନସ ରାଉତ) ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଯାବରା ଅଂଚଳରୁ ଗତ ୨୦ତାରିଖରୁ ଜଣେ ଯୁବତୀକୁ ରାଉତାରପୁର ନିକଟରୁ ଉଦ୍ଧାର କରାଯାଇଛି । ଏହି ନିଖୋଜ ହୋଇଥିବା ନେଇ ୨୨ତାରିଖ ଥାନାରେ ଏତଲା ହୋଇଥିଲା । ସୂଚନା ମୁତାବକ ନିଜର ପିଉସା ସହିତର କେରଳ ଯାଇଥିବା ନେଇ ସନେ୍ଦହ କରି ପୁଲିସ ପଚରାଉଚରା କରୁଥିଲା । ରବିବାର ବିଳମ୍ବିତ ରାତିରେ ପିଉସା ସହିତ ନାବାଳିକ ଜଣଙ୍କ ଜାବରା ଘରକୁ ଆସିଥିଲେ । କିନ୍ତୁ ପରେ ସେ ନଦୀକୁ ଡେଉଁପଡିଥିଲେ କି ତାଙ୍କୁ କେହି ପେଲି ଦେଇଛନ୍ତି ସେ ନେଇ ଆଶଙ୍କା ଜାତ ହୋଇଛି । ତେବେ ଏହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ସରଗରମ ହୋଇଛି…

"ନଦୀରୁ ଯୁବତୀ ଉଦ୍ଧାର ପିଉସା ଥାନରେ ଅଟକ"

ପ୍ରଥମ ସ୍ତ୍ରୀକୁ ଅକ୍ରମଣ, ସ୍ୱାମୀ, ଶାଶୁ ଏବଂ ଦିଅର ବନ୍ଧାହେଲେ

ଯାଜପୁର, ୭/୯(ଓଡିଆ ପୁଅ/ମାନସ ରାଉତ) ଧର୍ମଶାଳା ବ୍ଲକ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅରେଇକଣା ପଂଚାୟତ ରମାପୁର ଗ୍ରାମରେ ନିଜ ପ୍ରଥମ ସ୍ତ୍ରୀକୁ ଅକ୍ରମଣ କରିବା ଅଭିଯୋଗରେ ସ୍ୱାମୀ, ଶାଶୁ ଏବଂ ଦିଅର ବନ୍ଧାହେବା ଘଟଣା ଏହି ଅଂଚଳରେ ଚର୍ଚ୍ଚା ହେବାରେ ଲାଗିଛି। ସୂଚନା ମୁତାବକ ରମାପୁର ଗ୍ରାମର ଭାଗରଥୀ ରାୟ କୋତପୁର ପଂଚାୟତ ନୂଆଗାଁ ଅର୍ଣ୍ଣପୂର୍ଣ୍ଣାଙ୍କୁ ଦୀର୍ଘଦିନ ତଳୁ ବୈଦିକ ମତେ ବିବାହ କରିଥିଲା। ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ରହିଥିବା ବେଳେ ପୁଣିଥରେ ବର୍ଷକ ତଳେ ନିଜର ସାନଭାଇର ଶାଳୀକୁ ନେଇ ଫେରାର ହୋଇଯାଇଥିଲେ। ଏନେଇ ପ୍ରଥମ ପତ୍ନୀ ତାଙ୍କ ନାମରେ ମାମଲ ରୁଜ କରିଥିଲେ। ୧୫ଦିନ ତଳୁ ଭାଗିରଥୀ ଘରକୁ…

"ପ୍ରଥମ ସ୍ତ୍ରୀକୁ ଅକ୍ରମଣ, ସ୍ୱାମୀ, ଶାଶୁ ଏବଂ ଦିଅର ବନ୍ଧାହେଲେ"

ସ୍ତ୍ରୀକୁ ମରାଣନ୍ତକ ଆକ୍ରମଣ, ସ୍ୱାମୀ, ଶାଶୁ ଦିଅର ବନ୍ଧାହେଲେ

ଯାଜପୁର, ୭/୯(ଓଡିଆପୁଅ/ମାନସ ରାଉତ) ଧର୍ମଶାଳା ବ୍ଲକ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅରେଇକଣା ପଂଚାୟତ ରମାପୁର ଗ୍ରାମରେ ନିଜ ପ୍ରଥମ ସ୍ତ୍ରୀକୁ ଅକ୍ରମଣ କରିବା ଅଭିଯୋଗରେ ସ୍ୱାମୀ, ଶାଶୁ ଏବଂ ଦିଅର ବନ୍ଧାହେବା ଘଟଣା ଏହି ଅଂଚଳରେ ଚର୍ଚ୍ଚା ହେବାରେ ଲାଗିଛି। ସୂଚନା ମୁତାବକ ରମାପୁର ଗ୍ରାମର ଭାଗରଥୀ ରାୟ କୋତପୁର ପଂଚାୟତ ନୂଆଗାଁ ଅର୍ଣ୍ଣପୂର୍ଣ୍ଣାଙ୍କୁ ଦୀର୍ଘଦିନ ତଳୁ ବୈଦିକ ମତେ ବିବାହ କରିଥିଲା। ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ରହିଥିବା ବେଳେ ପୁଣିଥରେ ବର୍ଷକ ତଳେ ନିଜର ସାନଭାଇର ଶାଳୀକୁ ନେଇ ଫେରାର ହୋଇଯାଇଥିଲେ। ଏନେଇ ପ୍ରଥମ ପତ୍ନୀ ତାଙ୍କ ନାମରେ ମାମଲ ରୁଜ କରିଥିଲେ। ୧୫ଦିନ ତଳୁ ଭାଗିରଥୀ ଘରକୁ ଫେରିବା…

"ସ୍ତ୍ରୀକୁ ମରାଣନ୍ତକ ଆକ୍ରମଣ, ସ୍ୱାମୀ, ଶାଶୁ ଦିଅର ବନ୍ଧାହେଲେ"

ଟକ୍ର ଧକ୍କାରେ ପୂର୍ବତନ ସମିତି ସଭ୍ୟଙ୍କ ଶୋାଚନୀୟ ମୁତ୍ୟୁ, ପତିବାଦରେ ଜାତୀୟ ରାଜପଥ ଅବରୋଧ

ଯାଜପୁର ୧୮-୮ (ଓଡିଆପୁଅ/ମାନସ ରାଉତ) ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଛକ ଏକ ବ୍ୟସ୍ତବହୁଳ ଛକ ଭାବେ ପରିଗଣିତ ହେଉଥିବା ବେଳେ ଏଠାରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଶନିବାର ଅପରାହ୍ନ ୪.୩୦ରେ ଟ୍ରାଫିକ ଉପରେ ଏକ ମର୍ମନ୍ତୁଦ ଦୃଘଟଣା ଘଟି ଜଣଙ୍କର ଶୋଚନୀୟ ମୃତ୍ୟୁ ହେବା ସହିତ ଅନ୍ୟଜଣେ ଆହତ ହୋଇ ବଡଚଣା ମେଡିକାଲରେ ଚିକତ୍ସିତ ହେଉଥିବା ଜଣାଯାଇଛି। ସୂଚନା ମୁତାବକ ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଦଡିହ ପଂଚାୟତ ଜୟସୁଙ୍ଗୁଡା ଗ୍ରାମର ପୂର୍ବତନ ସମିତସଭ୍ୟ ଦେବନ ସାହାଣୀଙ୍କ ପୁଅ ଶତ୍ରୁଗ୍ନ ସାହାଣୀ(୫୫) ନିଜର ଅନ୍ୟ ଜଣେ ବନ୍ଧୁ ପହି ଗ୍ରାମର ପ୍ରଦିପ ପରିଡା (୪୩)ଙ୍କ ସହିତ ଚଣ୍ଡିଖୋଲ କୋର୍ଟକୁ ଆସି ଫେରୁଥିବା…

"ଟକ୍ର ଧକ୍କାରେ ପୂର୍ବତନ ସମିତି ସଭ୍ୟଙ୍କ ଶୋାଚନୀୟ ମୁତ୍ୟୁ, ପତିବାଦରେ ଜାତୀୟ ରାଜପଥ ଅବରୋଧ"

ମୃତ୍ୟୁ ଏମିତିବି ଆସିପାରେ: ଇଭିନିଙ୍ଗ୍ ୱାର୍କ କରୁଥିବା ବେଳେ ମଦ୍ୟପ ଚାଳକର ବାଇକ ଧକ୍କାରେ ଯୁବକର ମୃତ୍ୟୁ

ଯାଜପୁର, ୫/୮(ଓଡିଆ ପୁଅ/ମାନସ ରାଉତ) ନିଜକୁ ପୋଲିସ କି ରେଲେୱେରେ ଖଣ୍ଡେ ଚାକିରୀ କରିବା ପାଇଁ ଇଭିନିଙ୍ଗ୍ ୱାର୍କ କରିବାକୁ ନିଜ ସାଙ୍ଗ ସିକୁନା ସହିତ ସବୁଦିନ ଭଳି ବାହାରି ଆସିଥିଲା ଧାନମଣ୍ଡଳର ବଜାରରୁ ବଡଚଣାକୁ ସଂଯୋଗ କରୁଥିବା ରାସ୍ତାକୁ। ହେଲେ ସେ କଣ ଜାଣିଥିଲା ତାହା ନିଜର ଶେଷ ୱାର୍କ ବୋଲି। ଫଛରୁ ଏକ ମଦ୍ୟପ ଚାଳକ ବାଇକରେ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଗୁରୁତର ହୋଇ ପ୍ରଥମେ ବଡଚଣା ମେଡିକାଲ ଏବଂ ପରେ କଟକର ଏକ ଘରୋଇ ମେଡିକାଲରେ ଚିକତ୍ସିତ ହୋଇଥିଲେ। ଚିକିତ୍ସିତ ସମୟରେ ଆଜି ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତଙ୍କ ଜଣଙ୍କ ହେଲେ ଧାନମଣ୍ଡଳ ରେଲେୱ ଷ୍ଟେସନରେ ଟିପିରେ କାର୍ଯ୍ୟକରୁଥିବା…

"ମୃତ୍ୟୁ ଏମିତିବି ଆସିପାରେ: ଇଭିନିଙ୍ଗ୍ ୱାର୍କ କରୁଥିବା ବେଳେ ମଦ୍ୟପ ଚାଳକର ବାଇକ ଧକ୍କାରେ ଯୁବକର ମୃତ୍ୟୁ"

ବଡଚଣାରେ ଟିଟୋ ଲିଙ୍କ୍: ଭିଜିଲାନ୍ସ ଟିମ ଦ୍ୱାରା ଦର୍ପଣ ତହସିଲରେ ଚଢାଉ

ଯାଜପୁର, ୩୧/୭(ଓଡିଆପୁଅ/ମାନସ ରାଉତ)-ଟିଟୋ ଲିଙ୍କରେ ଥିବା ବେଆଇନ ମୋରମ ଓ ବାଲି ଲିଜ ଦେବା ଓ ଚୋରା ଚାଲାଣର ତଥ୍ୟ ସଂଗ୍ରହ କରିବା ପାଇଁ ଆଜିକଟକ ଭିଜିଲାନର ୨ଜଣିଆ ଟିମ ଦର୍ପନ ତହସିଲରେ ଚଢାଉ କରିଥିଲେ। ଭିଜିଲାନ୍ସ ଡି.ଏସ.ପି ସୁରେସ କୁମାର ଦାସ ଓ ସନ୍ଧ୍ୟାରାଣି ସାହୁ ମଧ୍ୟାହ୍ନ ୧୨ଟାରେ ଓଡି୦୫ଏଚ. ୨୨୨୩ ଗାଡିରେ ଆସି ଦର୍ପଣ ତହସିଲରେ ପହଂଚି ଟିଟୋ ଓ ତାର ସମ୍ପର୍କୀୟଙ୍କ ନାମରେ ଲିଜ ଦିଆଯାଇଥିବା ବାଲି ଓ ମୋରମର କାଗଜପତ୍ରର ତନଖି କରିଥିଲେ। ନିଜେ ଡି.ଏସ.ପି. ସୁରେସ କୁମାର ଦାସ କମ୍ପୁଟର ରୁମରେ ଉପସ୍ଥିତ ରହି ଲିଜ କାରବାରରେ ଚଂଚକତା ହୋଇଛି କି ନାହିଁ ତାହାର ସରଜମିନ ତଦନ୍ତ କରିଥିଲେ।…

"ବଡଚଣାରେ ଟିଟୋ ଲିଙ୍କ୍: ଭିଜିଲାନ୍ସ ଟିମ ଦ୍ୱାରା ଦର୍ପଣ ତହସିଲରେ ଚଢାଉ"

ବିଦ୍ୟାଳୟ ଗୃହ ନିର୍ମାଣରେ ବ୍ୟାପକ ଦୁର୍ନୀତି, ପ୍ରଧାନ ଶିକ୍ଷକ ନାମରେ ଅଭିଯୋଗ: ତଦନ୍ତ ଦାବରେ ଗ୍ରାମବାସୀଙ୍କ ଧାରଣା

ଯାଜପୁର, ୩୧/୭(ଓଡିଆ ପୁଅ/ମାନସ ରାଉତ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ପାଟପୁର ପଞ୍ଚାୟତ ଚକ୍ରୋଡାସ୍ଥିତ ମଧୁକେଶ୍ୱର ପ୍ରାଥମିକ ବିଦ୍ୟାଳୟରେ ସର୍ବଶିକ୍ଷା ଅଭିଯାନ ଅନୁଦାନରେ ଗୃହ ନିର୍ମାଣ କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ହୋଇ ଥିବା ଓ ଏହାର ତଦନ୍ତ ଦାବିରେ ଗ୍ରାମବାସୀମାନେ ଦୁଇଘଣ୍ଟିଆ ଧାରଣା ଦେଇଥିବା ଜଣାଯାଇଛି। ସମିତିସଭ୍ୟ ସୁବ୍ରତ ଧଳଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ବିଦ୍ୟାଳୟର ଦୁର୍ନୀତିରେ ସମ୍ପୃକ୍ତ ପ୍ରଧାନଶିକ୍ଷକ ଓ ପରିଚାଳନା କମିଟି ସଭାପତିଙ୍କ ବିରୋଧରେ ନାରାବାଜି କରିଥିଲେ। ଶ୍ରୀ ଧଳଙ୍କ ସୂଚନା ଅନୁଯାୟୀ, ଗତ ୨୦୧୪ରେ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଏହି ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ପାଇଁ ୧୩ ଲକ୍ଷ ୬୯ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ପ୍ରଧାନ ଶିକ୍ଷକ ଓ ପରିଚାଳନା କମିଟି…

"ବିଦ୍ୟାଳୟ ଗୃହ ନିର୍ମାଣରେ ବ୍ୟାପକ ଦୁର୍ନୀତି, ପ୍ରଧାନ ଶିକ୍ଷକ ନାମରେ ଅଭିଯୋଗ: ତଦନ୍ତ ଦାବରେ ଗ୍ରାମବାସୀଙ୍କ ଧାରଣା"