ଆମେ ବଂଚିଛୁ ପକ୍ଷରୁ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦଘାଟିତ 

ତାଳଚେର,୧୬/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ‘ଆମେ ବଂଚିଛୁ’ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଷଷ୍ଠ ନାଟକ ମହୋତ୍ସବ ସ୍ଥାନୀୟ ଜଗନ୍ନାଥ କଳାକେନ୍ଦ୍ର ପରିସରରେ ରବିବାର ଦିନ ଆମେ ବଂଚିଛୁ ପକ୍ଷରୁ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଏମ୍.ସି.ଏଲ୍ ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକ ଏମ୍.ଜି.ବ୍ରହ୍ମପୁରକର ମୁଖ୍ୟ ଅତିଥିଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବରେ ଉତ୍ସବକୁ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥିି ଭାବରେ ବିଶିଷ୍ଠ ନାଟ୍ୟକାର ଶଙ୍କର ତ୍ରିପାଠୀ,ବରିଷ୍ଟ ସିନେ ଓ ଟିଭି କଳାକାର ଅଶୋକ ଦାସ,ମଂଚ ନିଦେ୍ର୍ଦଶକ ତଥା ନାଟ୍ୟକାର ଅଶୋକ ପଣ୍ଡା,ଶ୍ରମିକ ନେତା ସୌଭାଗ୍ୟ ପ୍ରଧାନ,ସଞ୍ଜୟ ମାଝୀ, ଚତୁର୍ଭୁଜ ଦାସ,ଶଙ୍କର ପ୍ରସାଦ ବେହେରା,ଜଗନ୍ନାଥ…

"ଆମେ ବଂଚିଛୁ ପକ୍ଷରୁ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦଘାଟିତ "