କଳାହାଣ୍ଡିରେ ତୁରନ୍ତ ମେଡିକାଲ କଲେଜ ନିର୍ମାଣ ସ୍ପଷ୍ଟ କରିବାକୁ ଦାବି: ସରକାରୀ ଉଦାସୀନତାର ପ୍ରତିବାଦ

କଳାହାଣ୍ଡି- ୧୦-୯ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଆଗାମୀ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଭଙ୍ଗାବାରୀ ଠାରେ ଶିଳାନ୍ୟାସ ହୋଇଥିବା ମେଡିକାଲ କଲେଜ ନିର୍ମାଣ ପାଇଁ ସ୍ପଷ୍ଟ କରିବାକୁ କଳାହାଣ୍ଡି ଶିକ୍ଷା ବିକାଶ ପରିଷଦ ଦାବି ଜଣାଇଛି। ଅନ୍ୟଥା ଦଳମତ ନିର୍ବିଶେଷରେ ଶିକ୍ଷାବିକାଶ ପରିଷଦ ତରଫରୁ କଳାହାଣ୍ଡି ଜିଲ୍ଲା ସାରା ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମୀଳନୀରେ ପରିଷଦର ଅଧ୍ୟକ୍ଷ ପ୍ରଫେସର ଗୋପବନ୍ଧୁ ବେହେରା ଘୋଷଣା କରିଛନ୍ତି। ରବିବାର ଦିନ ଭବାନୀପାଟଣା ସ୍ଥିତ ହୋଟେଲ ମିଡଟାଉନ ସମ୍ମୀଳନୀ କକ୍ଷରେ ପରିଷଦର ସଭାପତି ପ୍ରଫେସର ଗୋପବନ୍ଧୁ ବେହେରାଙ୍କ ସମେତ ଉପସଭାପତି ଆଇନଜୀବୀ ଜଗନ୍ନାଥ ମୁଣ୍ଡ ଓ ଶିକ୍ଷାବିତ ପ୍ରଫେସର ଅକ୍ଷୟ ନନ୍ଦ, ସଂପାଦକ…

"କଳାହାଣ୍ଡିରେ ତୁରନ୍ତ ମେଡିକାଲ କଲେଜ ନିର୍ମାଣ ସ୍ପଷ୍ଟ କରିବାକୁ ଦାବି: ସରକାରୀ ଉଦାସୀନତାର ପ୍ରତିବାଦ"