ପାପଡାହାଣ୍ଡି ପଣ୍ଡିକୋଟ ବ୍ରଜପାତ ଘଟଣା- ୨ ଗୁରୁତର କୋରାପୁଟ ଡାକ୍ତରଖାନାରେ ଭର୍ତି

କୋରାପୁଟ ; ତା୦୯-୦୬-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)ଗତକାଲି ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ପଣ୍ଡିକୋଟ ଗ୍ରାମରେ ବ୍ରଜପାତ ଘଟି ୪ ଜଣ ଆହତ ହୋଇଥିଲେ ସେଥିମଧ୍ୟରୁ ଝୁନେଶ୍ୱର ଜାନି ଓ ନନ୍ଦରାଜ ଜାନି୨ ଜଣଙ୍କୁ କୋରାପୁଟ ଡାକ୍ତରଖାନାରେ ଭର୍ତି କରାଯାଇଥିବା ଜଣାପଡିଛି।୪ ଜଣ ଗାଈ ଚାରଇବାକୁ ଯାଇଥିଲେ ବର୍ଷା ହେବାରୁ ଘରକୁ ଫେରୁଥିବା ସମୟରେ ବ୍ରଜପାତ ହୋଇଥିଲା ବୋଲି ଝୁନେଶ୍ୱରର ବାପା ଗଂଗାଧର ଜାନି ସୂଚନା ଦେଇଥିଲେ।ପାପଡାହାଣ୍ଡି ଡାକ୍ତରଖାନାକୁ ନିଆଯାଇଥିଲା ସେଠାରୁ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଡାକ୍ତରକାନାକୁ ସ୍ଥାନାନ୍ତରିତ କରାଯାଇଥିଲା।ସେଠାରେ ଗୁରୁତ ହେବାରୁ ୨ ଜଣଙ୍କୁ ଗତକାଲି ରାତ୍ରୀରେ ସ୍ଥାନାନ୍ତରିତ କରାଯାଇଥିଲା ବୋଲି ଗଂଗାଧର ପ୍ରକାଶ କରିଥିଲେ।୨ ଜଣ ଆହତଙ୍କୁ ଆଇସିୟୁରେ ରଖାଯାଇ…

"ପାପଡାହାଣ୍ଡି ପଣ୍ଡିକୋଟ ବ୍ରଜପାତ ଘଟଣା- ୨ ଗୁରୁତର କୋରାପୁଟ ଡାକ୍ତରଖାନାରେ ଭର୍ତି"