କଳାହାଣ୍ଡି କୃଷି ବିଭାଗ ସ୍ଥାଣୁ: ଜଣେ ଅଧିକାରୀଙ୍କୁ ଛଅଟି ଦାୟିତ୍ୱ

କଳାହାଣ୍ଡି-୨୯/୦୮/୨୦୧୮ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଓଡିଶା ସରକାର କୃଷି ବିଭାଗକୁ ସ୍ୱତନ୍ତ୍ର ବିଭାଗ ଭାବେ ଘୋଷଣା କରି ସ୍ୱତନ୍ତ୍ର ଯୋଜନା ମାନ ଗ୍ରହଣ କରାଯାଉଥିବା ବେଳେ କଳାହାଣ୍ଡିରେ କୃଷି ବିଭାଗ ପ୍ରାୟତଃ ସ୍ଥାଣୁ ପାଳଟି ଯାଇଥିବା ଚାଷୀ ମହଲରେ ଆଲୋଚନା ହେଉଛି। ଅନେକ ସରକାରୀ ଯୋଜନା ତୃନମୂଳ ସ୍ତରରେ ଥିବା ଚାଷୀ ମାନଙ୍କ ପାଖରେ ପହଂଚି ପାରୁନଥିବା ଅଭିଯୋଗ ହେଉଛି। ଏପରିକି ଆତ୍ମା ଯୋଜନା କେବଳ ନାମକୁ ମାତ୍ର ହିଁ ରହିଯାଇଛି। କେବଳ ଦାୟୀତ୍ୱରେ ଥିବା କିଛି ହାତ ଗଣତି ଚାଷୀ ହିଁ ବିଭାଗୀୟ ପଦାଧିକାରୀ ମାନଙ୍କ ସହ ମଧୂଚନ୍ଦ୍ରିକା କରି ସବୁପ୍ରକାର ଫାଇଦା ଉଠାଇ ନେଉଥିବା ଏବଂ ଅନ୍ୟମାନେ କିଛି ଜାଣିପାରୁନଥିବା ଅଭିଯୋଗ…

"କଳାହାଣ୍ଡି କୃଷି ବିଭାଗ ସ୍ଥାଣୁ: ଜଣେ ଅଧିକାରୀଙ୍କୁ ଛଅଟି ଦାୟିତ୍ୱ"