କୋରାପୁଟ ପୈାର ପରିଷଦର ସାଧାରଣ ବୈଠକ

କୋରାପୁଟ ; ତା୨୭-୦୬-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ପୈାର ପରିଷଦର ସାଧାରଣ ବୈଠକ ପରିଷଦର ନୂତନ କାର୍ଯ୍ୟାଳୟ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ମ୍ୟୁନସିପାଲଟି ଅଧ୍ୟକ୍ଷ ଭଗବାନ ବାହିନିପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସହରରେ ଥିବା ମଶାଣିର ଉନ୍ନତିକରଣ ନିମନ୍ତେ ଆସିଥିବା ୨୦ ଲକ୍ଷ ଟଙ୍କାର କାର୍ଯ୍ୟ ନିର୍ମାଣ ପାଇଁ ପରିଷଦ ଅନୁମୋଦନ ଦେଇଥିବା ବେଳେ, ବର୍ଷାଦିନ ଆସିଥିବା ଯୋଗୁଁ ସହର ମଧ୍ୟରେ ଡ୍ରେନ ମରାମତି କରିବାକୁ ଅନୁମୋଦନ ଦିଆଯାଇଥିବା ବେଳେ ଗାନ୍ଧିପାର୍କ ରେ ନୂତନ ଗେଟ ନିର୍ମାଣ କରିବାକୁ ଆସିଥିବା ୪ ଲକ୍ଷ ୬୭ ହଜାର ଟଙ୍କାକୁ ପରିଷଦ ମଂଜୁରୀ ଦେଇଥିଲେ ବୋଲି ଜଣାପଡିଛି।ନୂତନ ଗୃହର କିଛି କାର୍ଯ୍ୟ ରହିଥିବାରୁ ୨୦ ଲକ୍ଷ…

"କୋରାପୁଟ ପୈାର ପରିଷଦର ସାଧାରଣ ବୈଠକ"

କୋରାପୁଟ ପୈାରପରିଷଦ ଦ୍ୱାରା ଅଭିଯୋଗଗ୍ରହଣ କରିବାକୁ ଥିବା ପୈାରଯନ୍ତ୍ରୀ ଅନୁପସ୍ଥିତ ;ଅଭିଯୋଗ ଡେସପାଜରେ ପ୍ରଦାନ

କୋରାପୁଟ ; ତା୦୧-୦୧-୧୮(ଓଡିଆପୁଅ/ରଂଜନ କୁମାର ଦାସ)ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ତଥା କନିଷ୍ଠଯନ୍ତ୍ରୀମାନେ କାର୍ଯ୍ୟ ତଦାରଖ କରିବାକୁ ଅନେକ ସମୟ କାର୍ଯ୍ୟସ୍ଥଳୀରେ ରୁହନ୍ତି ଅଫିସରେ କମ ସମୟ ରହନ୍ତି।କିନ୍ତୁ କୋରାପୁଟ ପୈାରପରିଷଦ ତରଫରୁ ପୈାରଯନ୍ତ୍ରୀଙ୍କୁ ଅଭିଯୋଗପତ୍ର ଗ୍ରହଣ କରିବା ଦାୟିତ୍ୱ ଦେବା କେତେଦୂର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ଆଲୋଚ୍ୟର ବିଷୟ ହୋଇପଡିଛି। କୋରାପୁଟ ପୈାର ପରିଷଦର ଚିଠି ନମ୍ବର ୮୫୬୩ ତା ୨୯-୧୨-୧୭ରିଖରେ ଏକ ବିଜ୍ଞପ୍ତି ପ୍ରକାଶ କରି ନାଳ,  କଲର୍ଭଟ ତଥା ରାସ୍ତା କାମ ଉପରେ ଲୋକଙ୍କଠାରୁ ଚଳିତ ମାସ ୧ ତାରିଖଠାରୁ ୩ ତାରିଖ ମଧ୍ୟରେ ଅଭିଯୋଗ କରିବାକୁ ଆହ୍ୱାନ କରିଥିଲେ।ପୈାରଯନ୍ତ୍ରୀ ରମେଶ କୁମାର ମହାରଣା ଅଭିଯୋଗପତ୍ର ଗ୍ରହଣ କରିବେ…

"କୋରାପୁଟ ପୈାରପରିଷଦ ଦ୍ୱାରା ଅଭିଯୋଗଗ୍ରହଣ କରିବାକୁ ଥିବା ପୈାରଯନ୍ତ୍ରୀ ଅନୁପସ୍ଥିତ ;ଅଭିଯୋଗ ଡେସପାଜରେ ପ୍ରଦାନ"