କଳାହାଣ୍ଡି; ଲଡୁଗାଁରେ ଡେଙ୍ଗୁ ଆତଙ୍କ । ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଏବଂ ମିଲ ଗୁଡିକର ବର୍ଯ୍ୟ ବସ୍ତୁ ଦାୟୀ ବୋଲି ଅଭିଯୋଗ ।

କଳାହାଣ୍ଡି – ୧୪/୦୮/୨୦୧୮ (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ ଅଂଚଳରେ ଗତ ଏକ ସପ୍ତାହରୁ ଅଧିକ ହେବ ଡେଙ୍ଗୁ ଆତଙ୍କ ବଢିବାରେ ଲାଗିଛି । ଜିଲ୍ଲାପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକୀୟ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉଥିଲେହେଁ ଡେଙ୍ଗୁ ରୋଗୀ ସଂଖ୍ୟା ପ୍ରତ୍ୟହ ବଢିବାରେ ଲାଗିଛି । କୋକସରା ବ୍ଲକ ଅଧିନସ୍ଥ ଏକ ପ୍ରମୂଖ ଜନବସତି ଭାବେ ଲଡୁଗାଁ ପରିଚିତ ଥିବା ବେଳେ ଏବଂ ଗ୍ରାମାଂଚଳ ହୋଇଥିଲେହେଁ ଏହା ପ୍ରାୟତଃ ଏକ ସହରାଂଚଳ ଭଲି ଅଟେ । ଏହି ଲଡୁଗାଁ ଗ୍ରାମଟି ଏଗାର ହଜାର ରୁ ଅଧିକ ଲୋକସଂଖ୍ୟା ବିଶିଷ୍ଟ ଏବଂ ୧୫ ଗୋଟି ୱାର୍ଡ ବିଶିଷ୍ଟ…

"କଳାହାଣ୍ଡି; ଲଡୁଗାଁରେ ଡେଙ୍ଗୁ ଆତଙ୍କ । ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଏବଂ ମିଲ ଗୁଡିକର ବର୍ଯ୍ୟ ବସ୍ତୁ ଦାୟୀ ବୋଲି ଅଭିଯୋଗ ।"