ଲୋକଙ୍କ ସମସ୍ୟାକୁ ନେଇ ଆନେ୍ଦାଳନ କରିବ ଜନଜାଗରଣ ପରିଷଦ

ତାଳଚେର,୧୬/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ବିଭିନ୍ନ ସମସ୍ୟା ନେଇ ଜନଜାଗରଣ ପରିଷଦ ପକ୍ଷରୁ ଏକ ବୈଠକ ଥର୍ମାଲ ଶିବ ମନ୍ଦିର ପ୍ରାଙ୍ଗଣରେ ଆଜି ପୁର୍ବାହ୍ନ ୧୦.୩୦ ମିନିଟ୍ ସମୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜେ.ଜେ.ପି ଜିଲ୍ଲା ସଭାପତି ଜିନେସ ସାହୁ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ତାଳଚେରରେ ବୃଦ୍ଧି ପାଉଥିବା ଧୂଳିଧୂଆଁ ଜନିତ ପ୍ରଦୁଷଣ,ପାନୀୟ ଜଳ,ନିଯୁକ୍ତି ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା । ବାଙ୍କଧରା ଛକଠାରୁ କଲେଜ ରୋଡ଼ ଦେଇ ଚାଇଁପାଳ ପର୍ଯ୍ୟନ୍ତ ଲୋକମାନଙ୍କ ପାଇଁ ସ୍ୱତନ୍ତ୍ର ରାସ୍ତା କରାଯିବା ନିମନ୍ତେ ଆଗାମୀ ଦିନରେ ପ୍ରଶାସନ ଓ ଏମ୍.ସି.ଏଲ କର୍ତୃପକ୍ଷଙ୍କ ନିକଟରେ ଦାବୀ ରଖାଯିବ ବୋଲି ନିଷ୍ପତି ନିଆଯାଇଥିଲା । ଦାବୀ…

"ଲୋକଙ୍କ ସମସ୍ୟାକୁ ନେଇ ଆନେ୍ଦାଳନ କରିବ ଜନଜାଗରଣ ପରିଷଦ"