ୟୁରିଆ ସାରର ଅଭାବ ନେଇ ଚାଷୀଙ୍କ ଅସନ୍ତୋଷ 

ଅନୁଗୋଳ,4/9,(ଓଡିଆ ପୁଅ/ଅଜିତ କୁମାର ବେହେରା) ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଵ୍କକ ବାଗେଡିଆ ସମବାୟ ସମିତି ଅଫିସଠାରେ ମଙ୍ଗଳବାର ସକାଳୁ ୟୁରିଆ ସାର ପାଇଁ ଚାଷୀ ମାନେ ଲମ୍ବା ଲାଇନରେ ରହି ଥିବାର ଦେଖିବାକୁ ମିଳିଛି ।ସମିତି ତରଫରୁ ୧ ହଜାର କୁଇଣ୍ଟାଲ ସାର ଆବଶ୍ୟକତା ରହିଛି ଏବଂ ଡିମାଣ୍ଡ ଅର୍ଡର ଦିଆଯାଇଛି ।ହେଲେ ସରକାରଙ୍କ ସାର ଯୋଗାଣକାରୀ ସଂସ୍ଥା ମାର୍କଫେଡ ପକ୍ଷରୁ ମାତ୍ର ୧ ଶହ କୁଇଣ୍ଟାଲ ଅର୍ଥାତ ୨ ଶହ ବସ୍ତା ଇଫକୋ କମ୍ପାନୀର ୟୁରିଆ ସାର ଯୋଗାଇ ଦିଆଯାଇଛି ।ତେବେ ପ୍ରାୟ ୪ଶହରୁ ଅଧିକ ଚାଷୀ ଲମ୍ବା ଲାଇନ ଲଗାଇଛନ୍ତି । ଏ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି…

"ୟୁରିଆ ସାରର ଅଭାବ ନେଇ ଚାଷୀଙ୍କ ଅସନ୍ତୋଷ "