କାହା ସହିତ ଡେଟିଂରେ ଯିବେ କି? ଟିକେ ରହିଯାଆନ୍ତୁ – FACEBOOK ଏବେ କରାଇବ ଆପଣଙ୍କ ଡେଟିଙ୍ଗ, ଆଣୁଛି ନୂଆ ବିଶେଷ ଫିଚର

ଏହି ନୂଆ ଫିଚର ଅନୁଯାୟୀ ଫେସବୁକର ୟୁଜର ନିଜର ଏକ ଡେଟିଂଗ ପ୍ରୋଫାଇଲ ବନାଇ ପାରିବେ। ଏହି ପ୍ରୋଫାଇଲ କେବଳ ସେହି ଲୋକମାନଙ୍କୁ ଦିଖାଯିବ, ଯେଉଁମାନେ ନିଜେ ଡେଟିଙ୍ଗ ପ୍ରୋଫାଇଲ ବନାଇଥିବେ ମୁଖ୍ୟ କଥା: – FACEBOOK ଏବେ କରାଇବ ଆପଣଙ୍କ ଡେଟିଂଗ, ଆଣୁଛି ବିଶେଷ ଫିଚର। – ଲୋକମାନେ ନିଜର ଫାଷ୍ଟ ନେମରେ ଡେଟିଂଗ ପ୍ରୋଫାଇଲ ବନାଇ ପାରିବେ। – କମ୍ପାନୀ କହିଛିଯେ ଏହି ପ୍ରୋଫାଇଲ ନ୍ୟୁଜଫିଡରେ ନୁହେଁ ଦେଖାଯିବ ନାହିଁ। ନୂଆ ଦିଲ୍ଲୀ ୨ ମଇ (ଓଡ଼ିଆ ପୁଅ) ଡାଟା ଲିକ ବିବାଦରେ ଫଂସିଥିବା ଫେସବୁକ ମଙ୍ଗଳବାରଦିନ ଏକ ବଡ଼ ଘୋଷଣା କରିଛି। ଫେସବୁକ ନିଜର ବାର୍ଷିକ F8 ସଫ୍ଟୱେୟାର ଡେଭଲପର କନ୍ଫ୍ରେଂସରେ…

"କାହା ସହିତ ଡେଟିଂରେ ଯିବେ କି? ଟିକେ ରହିଯାଆନ୍ତୁ – FACEBOOK ଏବେ କରାଇବ ଆପଣଙ୍କ ଡେଟିଙ୍ଗ, ଆଣୁଛି ନୂଆ ବିଶେଷ ଫିଚର"