ସେମିଲିଗୁଡାକୁ ଉପ-ଖଣ୍ଡ ମାନ୍ୟତା ଦାବି

କୋରାପୁଟ ; ତା୧୩-୦୬-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଜୟପୁର ପରେ ସେମିଲିଗୁଡା କୋରାପୁଟ ଜିଲାର ଦ୍ୱିତୀୟ ବୃହତ ବ୍ୟବସାୟିକ ସହର, ଜିଲାର ଲକ୍ଷ୍ମୀପୁର, ପଟ୍ଟାଙ୍ଗି, ନନ୍ଦପୁର ବ୍ଲକ, ସୁନାବେଡା ପୌର ପରିଷଦ ସମେତ ନାରାୟଣପାଟଣା, ବନ୍ଧୁଗାଁ ଏବଂ ଲମତାପୁଟ ବ୍ଲକର କିଛି ଅଂଚଳବାସୀ ବିଭିନ୍ନ କାମରେ ସେମିଲିଗୁଡା ଉପରେ ନିର୍ଭର କରି ଥାଆନ୍ତି। ପ୍ରତି ଦିନ ଉପରୋକ୍ତ ଅଂଚଳର ଲୋକେ ବ୍ୟବସାୟିକ କାର୍ଯ୍ୟରେ ସେମିଲିଗୁଡା ସହରକୁ ଆସନ୍ତି, ଏପରିକି କୋରାପୁଟ ଜିଲାର ବିଶ୍ୱ ସ୍ତରୀୟ ଶିଳ୍ପ ନଗରୀ ଦାମନଯୋଡି ଏବଂ ସୁନାବେଡା ମଧ୍ୟ ସେମିଲିଗୁଡା ଉପରେ ନିର୍ଭର କରୁଥିବାରୁ ସେମିଲିଗୁଡାକୁ ଉପଖଣ୍ଡ ମାନ୍ୟତା ଦେବାକୁ ଦାବି କରି ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ, ସମାଜସେବୀ ବିଶିଷ୍ଟ…

"ସେମିଲିଗୁଡାକୁ ଉପ-ଖଣ୍ଡ ମାନ୍ୟତା ଦାବି"