ନିଯୁକ୍ତି ଦାବିରେ ତାଳଚେର ସରକାରୀ ଡାକ୍ତରଖାନାରେ ଆଗରେ ଗଣଧାରଣା

ତାଳଚେର, ୬/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଚିକିତ୍ସାଳୟର ବିଭିନ୍ନ କାର୍ଯ୍ୟରେ ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ଦିଆଯିବା ଦାବିରେ ଆଜି ତାଳଚେରର ଅନେକ ଯୁବକ ତାଳଚେର ଉପଖଣ୍ଡ ସରକାରୀ ଡାକ୍ତରଖାନା ସମ୍ମୁଖରେ ଗଣଧାରଣା ଦେଇଥିଲେ। ପୂର୍ବରୁ ଏନେଇ ତାଳଚେର ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ମାଧ୍ୟମରେ ଅଭିଯୋଗ କରାଯାଇଥିଲା। କିନ୍ତୁ କୈାଣସି ପଦକ୍ଷେପ ନ ନିଆଯିବା ପ୍ରତିବାଦରେ ଏପରି ଗଣଧାରଣା ଦିଆଯାଇଥିଲା। ଯୁବକମାନଙ୍କ ଅଭିଯୋଗ ଅନୁଯାୟୀ ବାହାର ଅଂଚଳର ଠିକାଦାରମାନେ ବିଜ୍ଞପ୍ତି ନେଇ ନିଜନିଜ ଅଂଚଳର ଯୁବକମାନଙ୍କୁ ଏହି ଠିକାସଂସ୍ଥାରେ ନିଯୁକ୍ତି ଦେଉଛନ୍ତି। କିନ୍ତୁ ତାଳଚେରର ବହୁ ଯୁବକମାନେ ବେକାର ହୋଇ ବୁଲୁଛନ୍ତି ସେମାନଙ୍କ ପ୍ରତି ଧ୍ୟାନ ଦେଉନାହାନ୍ତି। ସମସ୍ତ ନୀତି ନିୟମକୁ ଉଲଂଘନ କରି ଏହି ସଂସ୍ଥାଗୁଡ଼ିକ…

"ନିଯୁକ୍ତି ଦାବିରେ ତାଳଚେର ସରକାରୀ ଡାକ୍ତରଖାନାରେ ଆଗରେ ଗଣଧାରଣା"