ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଜୀତୁଙ୍କୁ ସ୍ଵର୍ଣ୍ଣ, ପ୍ରଦୀପ ସିଂଙ୍କୁ ରୌପ୍ୟ ଏବଂ ମିଥାରୱାଲଙ୍କୁ କାଂସ୍ୟ ପଦକ

– ୧୦ ମିଟର ଏୟାର ପିସ୍ତଲର ଫାଇନାଲରେ ଜୀତୁ ସ୍ୱର୍ଣ୍ଣ – ପ୍ରଦୀପ ସିଂ ପୁରୁଷ ୱେଟଲିଫ୍ଟିଙ୍ଗରେ ରୌପ୍ୟ – ଓମ ମିଥାରୱଲଙ୍କୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମିଳିଲା କାଂସ୍ୟ ନୂଆ ଦିଲ୍ଲୀ ୯-୪ (ଓଡ଼ିଆ ପୁଅ) : ଭାରତର ଅନୁଭବୀ ଜୀତୁ ରାୟ ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଜାରି ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସୋମବାରଦିନ ଅର୍ଥାତ୍ ପଞ୍ଚମ ଦିନ ଭାରତକୁ ଅଷ୍ଟମ ସ୍ଵର୍ଣ୍ଣ ପଦକ ଦେଇଛନ୍ତି। ୱେଲମଣ୍ଟ ଶୁଟିଗ ସେଣ୍ଟରରେ ଆୟୋଜିତ ପୁରୁଷଙ୍କର ୧୦ ମିଟର ଏୟାର ପିସ୍ତଲର ଫାଇନାଲରେ ଜୀତୁ ସ୍ୱର୍ଣ୍ଣ ଜୀତିଛନ୍ତି, ଅନ୍ୟ ପକ୍ଷରେ ଭାରତର ଓମ ମିଥାରୱାଲ କାଂସ୍ୟ ପଦକ ଉପରେ କବ୍ଜା କରିଛନ୍ତି। ଜୀତୁ ଫାଇନାଲରେ…

"ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଜୀତୁଙ୍କୁ ସ୍ଵର୍ଣ୍ଣ, ପ୍ରଦୀପ ସିଂଙ୍କୁ ରୌପ୍ୟ ଏବଂ ମିଥାରୱାଲଙ୍କୁ କାଂସ୍ୟ ପଦକ"