ମିନାକ୍ଷୀଙ୍କୁ ୩ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ରୁପକଙ୍କୁ ୨ ଟି ବିଧାନସଭା ନିର୍ବାଚନମଣ୍ଡଳୀ ଦାୟିତ୍ୱ ଦିଆଗଲା

କୋରାପୁଟ ; ତା୨୮-୦୬-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ପତ୍ନୀ ମିନାକ୍ଷୀ ବାହିନିପତିଙ୍କୁ ନୂତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞନ ପଟନାୟକ ସଭାପତି ଭାବେ ପୁନଃ ମନୋନୀତ କରିଥିବା ବେଳେ ରୁପକ ତୁରକଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ଘୋଷଣା କରିଥିଲେ।ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଓ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଏବଂ ଲକ୍ଷ୍ମିପୁର ବିଧାୟକ କୈଳାସ କୁଲେସିକା ମଧ୍ୟରେ ବିବାଦ ଘନୀଭୂତ ହେଉଥିବା ବେଳେ ଜିଲ୍ଲାରେ କଂଗ୍ରେସ ସ୍ଥତିକୁ ମଜବୁଦ କରିବା ଉଦ୍ଦେଶ୍ୟରେ କୋରାପୁଟ ଜିଲ୍ଲା ପାଇଁ ପ୍ରଭାରୀ ରହିଥିବା ପିସିସି କାର୍ଯ୍ୟକାରୀ ସଭାପତି ନବ କିଶୋର…

"ମିନାକ୍ଷୀଙ୍କୁ ୩ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ରୁପକଙ୍କୁ ୨ ଟି ବିଧାନସଭା ନିର୍ବାଚନମଣ୍ଡଳୀ ଦାୟିତ୍ୱ ଦିଆଗଲା"