ଅରବିନ୍ଦ ଢାଲି ହେଲେ ଓଡ଼ିଶା ବିହନ ନିଗମର ଅଧ୍ୟକ୍ଷ

ଭୁବନେଶ୍ୱର ୧୧-୭ (ଓଡ଼ିଆ ପୁଅ), ଅରବିନ୍ଦ ଢାଲି ହେଲେ ଓଡ଼ିଶା ବିହନ ନିଗମର ଅଧ୍ୟକ୍ଷ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଆଜି ନିଯୁକ୍ତି ଦେଇଛନ୍ତି। ସୂଚନାଯୋଗ୍ୟଯେ, ଓଡ଼ିଶା ବିହନ ନିଗମର ଅଧ୍ୟକ୍ଷ ଥିଲେ ଯୋଗେନ୍ଦ୍ର ତ୍ରିପାଠୀ। ସେ ଆଜି ଇସ୍ତଫା ଦେଇଛନ୍ତି।

"ଅରବିନ୍ଦ ଢାଲି ହେଲେ ଓଡ଼ିଶା ବିହନ ନିଗମର ଅଧ୍ୟକ୍ଷ"