ପୋଖରୀରେ ବୁଡ଼ି ୧ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଅନୁଗୋଳ, ୨୯/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ଠାକୁରଗଡ଼ ଥାନା ଅନ୍ତର୍ଗତ ସାନଦାଦର ପ୍ରାଥମିକ ବିଦ୍ୟାଳୟର ଜନୈକ ଛାତ୍ର ଦୁର୍ଭାଗ୍ୟଜନକଭାବେ ନିକଟସ୍ଥ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତ ଛାତ୍ରଜଣକ ହେଲେ ସମ୍ବିତ(ମାୟା) ପେଣ୍ଠେଇ ଏବଂ ସେ ୧ମ ଶ୍ରେଣୀରେ ପାଠ ପଢ଼ୁଥିଲେ। ସବୁଦିନ ପରି ସମ୍ବିତ ଆଜି ମଧ୍ୟ ସ୍କୁଲକୁ ଯାଇଥିଲେ। ଦିନ ୧ଟାରେ କୈାଣସି କାରଣରୁ ଶିକ୍ଷକ ସ୍କୁଲ ଛୁଟି କରି ଦେଇଥିଲେ। ତେବେ ସମ୍ବିତ କିଛି ସାଙ୍ଗସାଥୀଙ୍କ ସହ ସ୍କୁଲ ନିକଟସ୍ଥ ପୋଖରୀରେ ଖେଳୁଥିଲେ ଏବଂ ସେ ଖେଳୁ ଖେଳୁ ପାଣିରେ ବୁଡ଼ି ଯାଇଥିଲେ। ତେବେ ୪ପରେ ଛାତ୍ର ଜଣକ ଘରକୁ ନଫେରିବାରୁ ପରିବାର ଏବଂ ଗ୍ରାମବାସୀ…

"ପୋଖରୀରେ ବୁଡ଼ି ୧ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ"