ଭୋପାଳରେ ଜାତୀୟ ମାନସିକ ସ୍ୱାସ୍ଥ୍ୟ ପୁନର୍ବାସ ସଂସ୍ଥାନ ଖୋଲିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

ନୂଆ ଦିଲ୍ଲୀ ୧୬ ମଇ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଭୋପାଳରେ ଏକ ଜାତୀୟ ମାନସିକ ସ୍ୱାସ୍ଥ୍ୟ ପୁନର୍ବାସ ସଂସ୍ଥାନ (ଏନଆଇଏମଏଚଆର) ଖୋଲିବା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଏହି ସଂସ୍ଥା ଭିନ୍ନକ୍ଷମ ଜନ ସଶକ୍ତିକରଣ ବିଭାଗ ଅଧୀନରେ ଏକ ସୋସାଇଟି ରୂପରେ ସୋସାଇଟିଜ ରେଜିଷ୍ଟ୍ରେସନ ଆଇନ, ୧୮୬୦ ଅନ୍ତର୍ଗତ ପ୍ରତିଷ୍ଠା କରାଯିବ। ପ୍ରଥମ ତିନି ବର୍ଷରେ ଏହି ପ୍ରକଳ୍ପ ଲାଗି ୧୭୯.୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିରେ ୧୨୮.୫୪ କୋଟି ଟଙ୍କାର ଅଣ-ପୁନଃପୌନିକ ବ୍ୟୟ ଏବଂ ୫୧ କୋଟି ଟଙ୍କା ପୁନଃପୌନିକ ବ୍ୟୟ ସାମିଲ ରହିଛି। କ୍ୟାବିନେଟ ଏହି ସଂସ୍ଥାନ ଲାଗି ଯୁଗ୍ମ ସଚିବ ସ୍ତରର…

"ଭୋପାଳରେ ଜାତୀୟ ମାନସିକ ସ୍ୱାସ୍ଥ୍ୟ ପୁନର୍ବାସ ସଂସ୍ଥାନ ଖୋଲିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ"