କର୍ଣ୍ଣାଟକରେ ବିଜେପି ସରକାର ! କାଲି ସାଢ଼େ ୯ଟାରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ ୟେଦୁରପ୍ପା

ବାଙ୍ଗାଲୁରୁ ୧୬ ମଇ (ଓଡ଼ିଆ ପୁଅ) କର୍ଣ୍ଣାଟକରେ ଝୁଲା ବିଧାନସଭାର ସ୍ଥିତି ସାମନାରୁ ଆସିବା ପରେ ସବୁଠାରୁ ବଡ଼ ଦଳ ବିଜେପି ଏବଂ କଂଗ୍ରେସ-ଜଦ (ଏସ) ଗଠବନ୍ଧନର ସରକାର ବନାଇବା ପାଇଁର ଦାବି କରିବା ପରେ ରାଜ୍ୟରେ ଭାବୀ ସରକାରକୁ ନେଇକରି ସସ୍ପେନ୍ସ ଜାରି ରହିଥିଲା। ଦେଶବାସୀଙ୍କର ନଜର ରାଜ୍ୟପାଳ ବଜୁଭାଇ ବାଲାଙ୍କ ଉପରେ ରହିଥିଲା। ତାଙ୍କୁ ନିଷ୍ପତି କରିବାକୁ ଥିଲା କି ସେ ସରକାର ବନାଇବା ପାଇଁ ସବୁଠାରୁ ବଡ଼ ପାର୍ଟି ଭାବରେ ବିଜେପିକୁ ଆମନ୍ତ୍ରିତ କରୁଛନ୍ତି କି କଂଗ୍ରେସ-ଜନତା ଦଳ (ଏସ) ଗଠବନ୍ଧନକୁ ନିମନ୍ତ୍ରିତ କରୁଛନ୍ତି। କିନ୍ତୁ ସମସ୍ତ ସସ୍ପେନ୍ସ ସମାପ୍ତ ହୋଇଛି। ମିଡ଼ିଆ ରିପୋର୍ଟ ଅନୁଯାୟୀ ରାଜ୍ୟପାଳ କର୍ଣ୍ଣାଟକ ବିଜେପିର ଦଳର…

"କର୍ଣ୍ଣାଟକରେ ବିଜେପି ସରକାର ! କାଲି ସାଢ଼େ ୯ଟାରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ ୟେଦୁରପ୍ପା"