ମୋଦୀଙ୍କର ତାଳଚେର ଗସ୍ତ ବାର୍ତ୍ତାକୁ ଘରେଘରେ ପହଂଚାଇବାକୁ ଆହ୍ୱାନ ଦେଲେ କାଳନ୍ଦୀ ସାମଲ

ତାଳଚେର, ୫/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଆସନ୍ତା ୨୨ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ତାଳଚେର ଗସ୍ତକୁ ନେଇ ତାଳଚେର ପୈାରମଣ୍ଡଳ ବିଜେପି ତରଫରୁ ମଣ୍ଡଳ ସଭାପତି ଯଶୋବନ୍ତ ଦାସଙ୍କ ସଭାପତିତ୍ୱରେ ଏକ ସମାବେଶ ଲିଙ୍ଗରାଜ ଟାଉନସିପ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଯୋଗ ଦେଇ ତାଳଚେର ପ୍ରତି ମୋଦୀଙ୍କ ଅବଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ପୂର୍ବରୁ କୋଇଲାକୁ ଜାଳେଣୀଭାବେ ବ୍ୟବହାର କରି ବିଦ୍ୟୁତ ଶକ୍ତି ବାହାର କରାଯାଉଥିବା ବେଳେ ବର୍ତମାନ କୋଇଲାରୁ ଗ୍ୟାସ, ଆମୋନିଆ, ୟୁରିଆ ସାର ଓ ମିଥେନଲକୁ ବିଶୋଧିତ କରି ପେଟ୍ରୋଲ, ଡିଜେଲ ଭଳି ଦୁର୍ଲଭ ପଦାର୍ଥ ଉତ୍ପାଦନ ହେବା ସଙ୍ଗେ ସଙ୍ଗେ ବ୍ୟାପକ ରୋଜଗାର…

"ମୋଦୀଙ୍କର ତାଳଚେର ଗସ୍ତ ବାର୍ତ୍ତାକୁ ଘରେଘରେ ପହଂଚାଇବାକୁ ଆହ୍ୱାନ ଦେଲେ କାଳନ୍ଦୀ ସାମଲ"