ଅନୁଗୁଳ
ପ୍ରଧାନମନ୍ତ୍ରୀଙ୍କ ତାଳଚେର ଗସ୍ତ ପରିପ୍ରେକ୍ଷୀରେ ବିଜେପି ନାକଚି ମଣ୍ଡଳର ବୈଠକ
ଅନୁଗୋଳ, ୬/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ସେପ୍ଟେମ୍ବର ୨୨ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତାଳଚେର ଗସ୍ତକୁ ଦୃଷ୍ଟିରେ ରଖି ବିଜେପି ନାକଚି ମଣ୍ଡଳ ତରଫରୁ ଆମ୍ବପାଳ ପଂଚାୟତର ଖଇରମୁଣ୍ଡା ଗ୍ରାମଠାରେ...