ଜିଲ୍ଲା ବିଜେଡିର ନିର୍ବାଚନ ପ୍ରାକ ପ୍ରସ୍ତୁତି ବୈଠକ ; ଗୋଷ୍ଠୀକନ୍ଦଳରୁ ଦୂରରେ ରହି ବିଜୁ ଜନତାଦଳ ପାଇଁ କାମ କର-ଶ୍ରୀ ଦାସ

କୋରାପୁଟ ; ତା୧୬-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ୨୦୧୯ ସାଧାରଣ ନିର୍ବାଚନ ଉପଲକ୍ଷେ କୋରାପୁଟ ଜିଲା ବିଜୁ ଜନତା ଦଳର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲା ସଭାପତି ଇଂ.ଇଶ୍ୱର ଚନ୍ଦ୍ର ପାଣିଗ୍ରାହିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲା ବିଜେଡି ପ୍ରଭାରୀ ବିଧାୟକ ପ୍ରଣବ ପ୍ରକାଶ ଦାସ, କୋରାପୁଟ ସାଂସଦ ଝିନ୍ନ ହିକକା, ପଟ୍ଟାଙ୍କି ବିଧାୟକ ପ୍ରଫୁଲ କୁମାର ପାଙ୍ଗି, ଖଦୀ ବୋର୍ଡ ସଭାପତି ତେଜେଶ୍ୱର ପରିଡା, ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାଶ, ରଘୁରାମ ପଡାଲ, ଜିଲା ପରିଷଦ ସଭାପତି ପ୍ରଭୂ ଯାନୀ, ସହ-ପ୍ରଭାରୀ ଭଗବାନ ଗନ୍ତାୟତ, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, କ୍ରୀଟ ଅଧ୍ୟକ୍ଷ ଅଶୋକ…

"ଜିଲ୍ଲା ବିଜେଡିର ନିର୍ବାଚନ ପ୍ରାକ ପ୍ରସ୍ତୁତି ବୈଠକ ; ଗୋଷ୍ଠୀକନ୍ଦଳରୁ ଦୂରରେ ରହି ବିଜୁ ଜନତାଦଳ ପାଇଁ କାମ କର-ଶ୍ରୀ ଦାସ"

କୋରାପୁଟରେ ବିଜେଡିର ଜିଲ୍ଲାସ୍ତୟରୀୟ ପ୍ରସ୍ତୁତି ବୈଠକ ରେ ନିର୍ବାଚନ ନିମନ୍ତେ ରଣନିତି ପ୍ରସ୍ତୁତ କରାଯିବ !

କୋରାପୁଟ ; ତା୧୫-୦୯-୧୮(ଓଡିଆପୁଅ /ରଂଜନ କୁମାର ଦାସ) ଆସନ୍ତାକାଲି କୋରାପୁଟଠାରେ ବିଜେଡିର ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଆୟୋଜନ କରାଯିବ ବୋଲି ଜଣାପଡିଛି ।କୋରାପୁଟ ଜିଲ୍ଲା ବିଜେଡି ସଭାପତି ଭାବେ ଇଂ ଇଶ୍ୱର ପାଣିଗ୍ରାହୀ ଦାୟିତ୍ୱ ସମ୍ଭାଳିବା ପରେ ଏହା ପ୍ରଥମ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ହେବ ବୋଲି ଜଣାପଡିଛି ।ଏହି ବୈଠକରେ ଜିଲ୍ଲା ପ୍ରଭାରୀ ପ୍ରଣବ ପ୍ରକାଶ ଦାସ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।କୋରାପୁଟ ଜିଲ୍ଲାର ୫ ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୪ ଟି ବିଧାନସଭା କ୍ଷେତ୍ରରେ କଂଗ୍ରେସ ବିଧାୟକ ରହିଥିବା ବେଳେ ଗୋଟିଏ ବିଧାନସଭା କ୍ଷେତ୍ରରେ ବିଜେଡି ବିଧାୟକ ରହିଛନ୍ତି ।କୋରାପୁଟ ଲୋକସଭା କ୍ଷେତ୍ରରେ ବିଜେଡି ସାସଂଦ ରହିଛନ୍ତି ।ନିର୍ବାଚନ…

"କୋରାପୁଟରେ ବିଜେଡିର ଜିଲ୍ଲାସ୍ତୟରୀୟ ପ୍ରସ୍ତୁତି ବୈଠକ ରେ ନିର୍ବାଚନ ନିମନ୍ତେ ରଣନିତି ପ୍ରସ୍ତୁତ କରାଯିବ !"

ତୈଳଦର ବୃଦ୍ଧି ପ୍ରତିବାଦରେ ୮ ରେ ଜିଲ୍ଲାର ସମସ୍ତ ପମ୍ପଠାରେ ବିଜେଡିର ୨ ଘ. ଧାରଣା

କୋରାପୁଟ ; ତା୦୬-୦୯-୧୮(ଓଡିଆପୁଅ /ରଂଜନ କୁମାର ଦାସ) ତୈଳଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୮ ତାରିଖଦିନ ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପଠାରେ ବିଜେଡିର ୨ ଘ .ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବ ବୋଲି ଜଣାପଡିଛି ।କୋରାପୁଟ ଜିଲ୍ଲା ଯୁବ ବିଜେଡି ସଭାପତି ଅମିତ ଅଗ୍ରଓାଲଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବିଜୁ ପାଠାଗାରଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ପୂର୍ବତନ ବିଧାୟକ ଗୁପ୍ର ପ୍ରସାଦ ଦାଶ , ଜିଲ୍ଲା ବିଜେଡି ଉପସଭାପତି ତ୍ରୀପୁରାରୀ ଗରଡା ,ରାଜ୍ୟ ଯୁବ ବିଜେଡି ସଂପାଦକ ଧର୍ମେନ୍ଦ୍ର ଅଧିକାରୀ ,ଜିଲ୍ଲା ଛାତ୍ର ବିଜେଡି ସଭାପତି ଶିବରାଜ କନ୍ଧପାନ , ମହିଳା ନେତ୍ରୀ ପଦ୍ମିନୀ ଦିଆନ, ରଘୁରାମ ମାଛ. ନିର୍ମଳ ମହାନ୍ତି…

"ତୈଳଦର ବୃଦ୍ଧି ପ୍ରତିବାଦରେ ୮ ରେ ଜିଲ୍ଲାର ସମସ୍ତ ପମ୍ପଠାରେ ବିଜେଡିର ୨ ଘ. ଧାରଣା"

ବିଜେଡି ଜିଲ୍ଲା ସ୍ତାରୀୟ ବୈଠକ

କୋରାପୁଟ ; ତା୦୧-୦୮-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ସ୍ଥାନୀୟ ଆଲିସାନ ହୋଟେଲ ସଭାଗୃହଠାରେ ବିଜୁ ଜନତା ଦଳର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ନବ ନିଯୁକ୍ତ ଜିଲା ସଭାପତି ଇଂ.ଇଶ୍ୱର ଚନ୍ଦ୍ର ପାଣିଗ୍ରାହିଙ୍କୁ ଦଳ ପକ୍ଷରୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଦୁଇଶହରୁ ଉର୍ଦ୍ଧ୍ୱ ମୋଟର ସାଇକଲରେ ଯୁବ ବିଜେଡିର କର୍ମୀମାନେ ଇଂ.ପାଣିଗ୍ରାହିଙ୍କୁ ତାଙ୍କ ବାସ ଭବନରୁ ହୋଟେଲ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ପାଛୋଟି ଆଣିବା ପରେ ସମ୍ବର୍ଦ୍ଧିତ କରା ଯାଇଥିଲା। ସମ୍ବର୍ଦ୍ଧନା ସଭା ପରେ ନବ ନିଯୁକ୍ତ ସଭାପତିଙ୍କ ଅଧ୍ୟକ୍ଷତାରେ ଏକ ଜିଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ପଟ୍ଟାଙ୍ଗି ବିଧାୟକ ପ୍ରଫୁଲ କୁମାର ପାଙ୍ଗି, କୋରାପୁଟ ଜିଲ୍ଲା ବିଜେଡି…

"ବିଜେଡି ଜିଲ୍ଲା ସ୍ତାରୀୟ ବୈଠକ"