Home Tags Bhadrak News

Tag: Bhadrak News

କିଡ୍‌ନୀ ଜନିତ ରୋଗରେ ପୀଡ଼ିତ ଯୁବକଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

0
ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଫତେପୁର ପଞ୍ଚାୟତ ଅଧୀନ ଗୋଳାପୋଖରୀ ଗ୍ରାମର ଇତିକାନ୍ତ ବେହେରା (୨୭) ନାମକ ଜଣେ ଯୁବକ କିଡ୍‌ନୀ...

ଗୋଳାପୋଖରୀରେ ଦମକଳକେନ୍ଦ୍ର ନୂତନଗୃହ ନିର୍ମାଣ ପାଇଁ ଜମି ଚିହ୍ନଟ, ପ୍ରଶାସନ ଓ ପୁଲିସର ଉପସ୍ଥିତିରେ...

0
ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ ଗୋଳାପୋଖରୀ ମୌଜାରେ ବହୁ ବାଦ ବିବାଦ ପରେ ଶେଷରେ ଦମକଳ କେନ୍ଦ୍ର ନୂତନ ଗୃହ...

ବୃନ୍ଦାବନ କଳାକେନ୍ଦ୍ରର ଅଗ୍ନି ବିପନ୍ନଙ୍କୁ ସହାୟତା

0
ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ର ବୃନ୍ଦାବନ କଳାକେନ୍ଦ୍ର ଆଗ୍ନିକ ଦୁର୍ଘଟଣାରେ ସର୍ବସ୍ୱାନ୍ତ ହୋଇଥିବା ପରିବାରଙ୍କୁ ଯଥାସାଧ୍ୟ ଆର୍ଥିକ ସହାୟତା ଯୋଗାଇ ଅଛି। ଗତ ଦୁଇ...

ଶିକ୍ଷା ବିଭାଗରେ ଦୁର୍ନୀତି, ଇନ୍‌କ୍ରିମେଣ୍ଟ ବାବଦରେ ଶହେ ଟଙ୍କା ଦାବି କରୁଥିବା ନେଇ ଜିଲାପାଳଙ୍କ...

0
ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲା ଶିକ୍ଷା ବିଭାଗରେ ଦୁର୍ନୀତି ଚରମ ସୀମାରେ ପହଞ୍ôଚଛି। ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନିୟମିତତା ଓ...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

0
ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକରେ ଦିନକୁ ଦିନ ଏବେ ସଡକ ଦୁର୍ଘଟଣା ବଢିବାରେ ଲାଗିଛି। ଯାହାଫଳରେ ଭଦ୍ରକବାସୀ ରାସ୍ତାରେ ଯାତାୟତ ପାଇଁ ଭୟ କରୁଛନ୍ତି। ବିଶେଷକରି...

ବାରିକପୁର ସରସ୍ୱତୀ ଶିଶୁମନ୍ଦିର ବାର୍ଷିକୋତ୍ସବ

0
ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍ ବାରିକପୁରବଜାର ନିକଟ ବାଘମରା ସରସ୍ୱତୀ ଶିଶୁମନ୍ଦିର ବାର୍ଷିକୋତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୟାଧର...

କବି ନଟବର ରାଉଳଙ୍କ କବିତା ସଙ୍କଳନ ‘ଅକାଟ୍ୟ ଅଭିଶାପ’ ପାଠକାର୍ପିତ

0
ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ସରସଦା ଭାଗବତଟୁଙ୍ଗୀ ପରିସରରେ କବି ନଟବର ରାଉଳଙ୍କ କବିତାସଙ୍କଳନ ‘ଅକାଟ୍ୟ ଅଭିଶାପ’ ପୁସ୍ତିକା ଶୁକ୍ରବାର ପାଠକାର୍ପିତ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତାକୁ ନେଇ ବିଜେପିର ବିକ୍ଷୋଭ

0
ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ବିଜେପି ମଣ୍ଡଳ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସରେ ହୋଇଥିବା ବ୍ୟାପକ ଅନିୟମିତତାକୁ ନେଇ ଶୁକ୍ରବାର ବ୍ଲକ କାର୍ଯ୍ୟାଳୟ...

ମା’ବୀଣାପାଣି ସ୍ପୋର୍ଟସ ଆସୋସିଏସନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

0
ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡି ବ୍ଲକ ଅଧୀନ କୁବେରା ପଞ୍ଚାୟତ ମାଙ୍କଡ଼କୋଲା ଠାରେ ମା’ ବୀଣାପାଣି ସ୍ପୋର୍ଟସ ଆସୋସିଏସନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ...

ଯୁବ ସାରସ୍ୱତ ସମ୍ମିଳନୀର ପ୍ରସ୍ତୁତି ବୈଠକ

0
ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦୀର୍ଘ ତିନିବର୍ଷ ଧରି ପାଳନ କରାଯାଉଥିବା ଯୁବସାରସ୍ୱତ ସମ୍ମିଳନୀର ପ୍ରସ୍ତୁତି ବୈଠକ ସୋମନାଥ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଯାଇଛି। ସର୍ବ ପ୍ରଥମେ...

ନେତାଜୀ ଜୟନ୍ତୀ ଅବସରରେ ବ୍ଲକସ୍ତରୀୟ ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତା

0
ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଅବସରରେ ସିନ୍ଦୋଳ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠ ପରିସରରେ ଏକ ବ୍ଲକସ୍ତରୀୟ ବକ୍ତୃତା ଓ...

ବିଦ୍ୟାର୍ଥୀ ବିକାଶ ମଞ୍ଚର ବାର୍ଷିକ ଉତ୍ସବ, ନେତାଜୀ ଓ ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ

0
ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ଅଗ୍ରଣୀ, ଅଣରାଜନୈତିକ ସଂଗଠନ ‘ବିଦ୍ୟାର୍ଥୀ ବିକାଶ ମଞ୍ଚ’ର ବାର୍ଷିକ ଉତ୍ସବ ଭଦ୍ରକ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ପାଳିତ ହୋଇ ଯାଇଛି।...

ଏଆଇଡିଏସ୍‌ଓ ପକ୍ଷରୁ ନେତାଜୀ ଜୟନ୍ତୀ ସମାରୋହ

0
ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆପୋଷହୀନ ଧାରାର ମହାନ୍ ଯୋଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମ ବାର୍ଷିକୀ ଆଜି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ସିଏଲ୍‌ଟିରେ...

ପୁଣ୍ୟଶ୍ଳୋକ ଭଗବାନ ଦ୍ୱିବେଦୀଙ୍କ ସ୍ମୃତିରେ ଆୟୋଜିତ ଭଦ୍ରାଣୀ ସମ୍ମାନ ସମାରୋହ, ‘ପ୍ରେମ ସଂଶ୍ଳିଷ୍ଟ ସେବା...

0
ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୁଣ୍ୟଶ୍ଳୋକ ଭଗବାନ ଦ୍ୱିବେଦୀଙ୍କ ସମଗ୍ର ଜୀବନ ସେବା ଓ ପ୍ରେମରେ ସମର୍ପିତ ଥିଲା। ଭଗବାନ ଶ୍ରୀସତ୍ୟସାଇ ବାବାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା...

ସବ୍ ଜୁନିଅର ଟେନିକଏଟ ଓଡ଼ିଶା ଦଳରେ ଭଦ୍ରକରୁ ୩ ସ୍ଥାନ ପାଇଲେ

0
ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆନ୍ଧ୍ରପ୍ରଦେଶର ଅଙ୍କାପଲ୍ଲୀଠାରେ ଗତକାଲି ଠାରୁୁ ଆରମ୍ଭ ହୋଇଥିବା ୩୫ତମ ଜାତୀୟ ସବ୍ ଜୁନିଅର ଟେନିକଏଟ ପ୍ରତିଯୋଗିତାରେ ଭାଗ ନେବାକୁ ଯାଇଥିବା ଓଡ଼ିଶା...

ଭଦ୍ରକ ମହିଳା ମହାବିଦ୍ୟାଳୟରେ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ

0
ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିବା ସହ ମହିଳାମାନେ ଆତ୍ମନିର୍ଭରଶୀଳ ନିମିତ୍ତ ଭିନ୍ନଭିନ୍ନ ଦିଗରେ ଦକ୍ଷତା ବିକାଶ ନିହାତି ଜରୁରୀ। ସରକାରୀ ଚାକିରୀ ପଛରେ...

ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ହିତ ଚିନ୍ତକ ସମ୍ମିଳନୀ

0
ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଶ୍ୱ ହିନ୍ଦୁ ପରିଷଦ, ଭଦ୍ରକ ପକ୍ଷରୁ ଗାନ୍ଧିପଡ଼ିଆ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ୨୦୨୨ ବର୍ଷର ହିତ ଚିନ୍ତକ ଅଭିଯାନରେ ସାମିଲ...

ଯଶୋଟିକିରି ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଜଗତସିଂପୁର ମାଷ୍ଟରର୍ସ ୧୧ ଚାମ୍ପିଅନ

0
ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଯଶୋଟିକିରି ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି। ଟୁର୍ଣ୍ଣାମେଣ୍ଟର ୨୬ ତମ...

ସର୍ବସାଧାରଣ ରାସ୍ତା ଉପରେ ବେଆଇନ ନିର୍ମାଣ, ଜବରଦଖଲକାରୀଙ୍କୁ ତିହିଡ଼ି ପୁଲିସର ଅନୁକମ୍ପା ଅଭିଯୋଗ

0
ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦୀର୍ଘ ୭୦ ବର୍ଷର ସର୍ବ ସାଧାରଣ ରାସ୍ତା ଉପରେ ବେଆଇନ ନିର୍ମାଣ। ଏହି ରାସ୍ତା ସଂପୃକ୍ତ ଅଞ୍ଚଳବାସୀ ସମସ୍ତଙ୍କ ଯାତୟାତ ପାଇଁ...

ଭଦ୍ରକ ସମେତ ରାଜ୍ୟର ବହୁ ବିଡି ଶ୍ରମିକ ଦୁଃଖ ଜଣାଇଲେ ଭୁବନେଶ୍ୱର ସାଂସଦ ଅପରାଜିତାଙ୍କୁ

0
ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସମେତ ରାଜ୍ୟର ବହୁ ଜିଲାର ବିଡି ଶ୍ରମିକମାନେ ଓଡ଼ିଶା ରାଜ୍ୟ ବିଡି ଶ୍ରମିକ ସଂଘ ମାଧ୍ୟମରେ ନିଜର ଦୁଃଖ ଭୁବନେଶ୍ୱର...