ବାବା ଚମ୍ପେଶ୍ୱର ମହାଦେବ ମନ୍ଦିରରେ ମହାଦୀପ ରାତି ୩ଟା ପରେ ଉଠିବ

ଅନୁଗୋଳ,୧୩/୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅଙ୍ଗାରବନ୍ଧ ଗ୍ରାମର ଚଣ୍ଡିଖମଣଠାରେ ବାବା ଚମ୍ପେଶ୍ୱର ମହାଦେବ ମନ୍ଦିରରେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ପବିତ୍ର ମହାଶିବରାତ୍ରୀ ଜାକଜମକରେ ପାଳନ କରାବା ପାଇଁ ଅଙ୍ଗାରବନ୍ଧବାସୀଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । କିଛି ଦିନ ହେଲା ଅଙ୍ଗାରବନ୍ଧ ଗ୍ରାମବାସୀ ଓ ପୂଜକମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ ସେଠାରେ ବହୁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ଓ ଉଭୟ ଗ୍ରାମବାସୀ ଓ ପୂଜକମାନଙ୍କ ମଧ୍ୟରେ ଅସନ୍ତୋଷ ଥିବା ନେଇ ମନ୍ଦିରରେ ପୂଜା ଓ ନିତି ନେଇ ବହୁ ଅସୁବିଧା ହେଉଥିଲା । ନିକଟରେ ଦେବୋତର ବିଭାଗ ଅଙ୍ଗାରବନ୍ଧ ଗ୍ରାମବାସୀଙ୍କୁ ମହାଶିବରାତ୍ରୀ ପାଳନର ଦାୟିତ୍ୱ ପ୍ରଦାନ କରିବା ସହ ଶାନ୍ତି…

"ବାବା ଚମ୍ପେଶ୍ୱର ମହାଦେବ ମନ୍ଦିରରେ ମହାଦୀପ ରାତି ୩ଟା ପରେ ଉଠିବ"