ଅନୁଗୁଳ
ବହୁବିଧ ସମସ୍ୟା ଘେରରେ ଆଠମଲ୍ଲିକ ଏନ୍.ଏ.ସି.ର ୱାର୍ଡ଼ବାସିନ୍ଦା ନଗରମଣ୍ଡଳ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ୧୧ ଦଫା ଦାବିପତ୍ର ପ୍ରଦାନ
ଅନୁଗୋଳ, ୧୮/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦର ୱାର୍ଡ଼ବାସୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଆଠମଲ୍ଲିକ ନଗରମଣ୍ଡଳ ବିଜେପି ପକ୍ଷରୁ ୧୧ ଦଫା...