ମହାନାୟକ ଅମିତାଭଙ୍କୁ ବାଜିଥିଲା ଶକ୍ତ ଚାପୁଡ଼ା ! କିଏ ଓ କାହିଁକି ମାରିଥିଲା ପଢ଼ନ୍ତୁ …

ନୂଆ ଦିଲ୍ଲୀ ୧୩/୬ (ଓଡ଼ିଆ ପୁଅ) ପ୍ରାୟତଃ ୪୦ ବର୍ଷ ପୂର୍ବରୁ ଯେତେବେଳେ ବିଗ ବି ଏକ ହନୁମାଙ୍କଡ଼କୁ କିଛି ଖାଇବାକୁ ଦେଉଥିଲେ, ସେତେବେଳେ ଦ୍ୱିତୀୟ ମାଙ୍କଡ଼ ତାଙ୍କୁ ମାରିଥିଲା ଚାପୁଡ଼ା। ଏହି କଥାର ଖୁଲାସା ନିଜେ ଅମିତାଭ ବଚ୍ଚନ ନିଜ ଇଂଷ୍ଟାଗ୍ରାମରେ କରିଛନ୍ତି। ସୋସିଆଲ ମିଡ଼ିଆର ସମସ୍ତ ପ୍ଲାଟଫର୍ମରେ ସକ୍ରୀୟ ମହାନାୟକ ଅମିତାଭ ବଚ୍ଚନ ନିଜର ଦୈନନ୍ଦିନ ଜୀବନ ସହିତ ଡଡ଼ିତ କିଛି କଥା ତାଙ୍କ ଫ୍ୟାନ୍ସଙ୍କ ସହିତ ଶେୟାର କରିଥାନ୍ତି। ୭୫ ବର୍ଷୀୟ ଅଭିନେତା ମଙ୍ଗଳବାର ରାତ୍ର ସମୟରେ ବର୍ଷ ପୁରୁଣା ଏକ କଥା କହିଛନ୍ତି, ଯେଉଁଥିରେ ଗୋଟିଏ ହନୁମାଙ୍କଡ଼ ତାଙ୍କ ଉପରେ ଆକ୍ରମଣ କରିଥିଲା। ପ୍ରାୟତଃ ୪୦ ବର୍ଷ ପୂର୍ବରୁ ଯେତେବେଳେ…

"ମହାନାୟକ ଅମିତାଭଙ୍କୁ ବାଜିଥିଲା ଶକ୍ତ ଚାପୁଡ଼ା ! କିଏ ଓ କାହିଁକି ମାରିଥିଲା ପଢ଼ନ୍ତୁ …"