ନୂଆପଡା -ଖଡ଼ିଆଳ ବ୍ଲକ ବାଦୀ ଗାଁ ର ଯୁବକ ନିଖୋଜ

ନୂଆପଡା -୧୧-୫-(ଓଡ଼ିଆ ପୁଅ /ନନ୍ଦିଘୋଷ ଖମାରି )-ନୂଆପଡା ଜିଲ୍ଲା ଖଡିଆଲ ବ୍ଲକ ଅନ୍ତର୍ଗତ ବାଦୀ ଗାଁର ଅଜିତ ସିଂ ମାଝୀ ନାମକ ଜଣେ ୨୦ ବର୍ଷୀୟ ଯୁବକ ନିଖୋଜ ହୋଇଛନ୍ତି। ପରିବାର ତରଫରୁ ଆଖ ପାଖ ଅଞ୍ଚଳରେ ଖୋଜାଖୋଜି କଲେ ମଧ୍ୟ୍ୟ ଅଜିତ ସିଂଙ୍କ କୌଣସି ସୁରାକ ମିଲି ପାରିନି। ଏ ନେଇ ପରିବାର ବର୍ଗ ଖଡିଆଳ ଥାନାରେ ଅଭିଯୋଗ କରିଛନ୍ତି। ଅପରପକ୍ଷେ, ଅଜିତ ସିଂଙ୍କ ନିଖୋଜକୁ ନେଇ ତାଙ୍କ ବାପା ମାଁ ସଂପୂର୍ଣ ଭାବେ ଭାଙ୍ଗି ପଡି ଥିବା ଜଣା ପଡିଛି।

"ନୂଆପଡା -ଖଡ଼ିଆଳ ବ୍ଲକ ବାଦୀ ଗାଁ ର ଯୁବକ ନିଖୋଜ"