ରେଳବାଇ ଚାକିରି : ୬୨୪ ପଦବୀ ଖାଲି ଶିଘ୍ର କରନ୍ତୁ ଆବେଦନ

ଇଚ୍ଛୁକ ଆବେଦକ ବିଭାଗର ୱେବ୍ ସାଇଟ୍ www.sr.indianrailways.gov.in ଙ୍କ ଉପରେ ଜାଇକରି ଆବେଦନ ଫର୍ମ ଡାଉନଲୋଡ କରି ପାରିବେ

ମୁଖ୍ୟାଂଶ:
– ୨୦ ରୁ ୨୪ ବର୍ଷ ବୟସର ଆବେଦକ ଆବେଦନ କରିପାରିବେ
– ୧୦୦ ଟଙ୍କା ଦେବାକୁ ହେବ ଆବେଦନ ଶୁଳ୍କ
– ଡାକ ମାଧ୍ୟମରେ କରିବାକୁ ପଡ଼ିବ ଆବେଦନ
ନୂଆଦିଲ୍ଲୀ ୨୮-୨ (ଓଡ଼ିଆ ପୁଅ): ଦକ୍ଷିଣାଞ୍ଚ ରେଳ (Southern Railway)  ପକ୍ଷରୁ ଖାଲି ପଦବୀ ପୂରଣ କରିବା ପାଇଁ ବିଜ୍ଞପ୍ତି ଜିର୍ କରାଯାଇଛି। ଇଚ୍ଛୁକ ଆବେଦକ ଡାକ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ କରିବାର ଅନ୍ତିମ ତାରିଖ ୨୧ ଫେବୃଆରି। ପଦ ଏବଂ ଯୋଗ୍ୟତା ପାଇଁ ନିମ୍ନରେ ସୂଚନା ପଡ଼ନ୍ତୁ

ଏହି ଲିଙ୍କରେ ଡାଉନଲୋଡ କରନ୍ତୁ ଆବେଦନ ଫର୍ମ – ଇଚ୍ଛୁକ ଆବେଦକ ବିଭାଗର ୱେବ୍ ସାଇଟ୍ www.sr.indianrailways.gov.in ଉପରେ ଯାଇ ଆବେଦନ ଫର୍ମ ଡାଉନଲୋଡ କରି ପାରିବେ।.

ଯୋଗ୍ୟତା- ଅଲଗା-ଅଲଗା ପଦବୀ ପାଇଁ ଯୋଗ୍ୟତା ଅଲଗା-ଅଲଗା ନିର୍ଣ୍ଣୟ କରାଯାଇଛି। ଏହି ପଦବୀ ପାଇଁ ନ୍ୟୁନତମ ଯୋଗ୍ୟତା ଅଷ୍ଟମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବା ଆବଶ୍ୟକ।  ଯୋଗ୍ୟତା ସଲଗ୍ନ ଅନ୍ୟ ସୂଚନା ପାଇଁ ବିଭାଗ ଦ୍ୱାରା ଜାରି ନୋଟିଫିକେଶନ ଦେଖନ୍ତୁ।

ବୟସ ସୀମା – ଏହି ପଦଗୁଡ଼ିକ ପାଇଁ ୨୦ ରୁ ୨୪ ବର୍ଷ ମଧ୍ୟରେ ହେବା ଆବଶ୍ୟକ।

ଏହି ଆଧାର ଉପରେ ହେବ ଚୟନ- ଆବେଦନକାରୀଙ୍କର ଚୟନ ଲିଖିତ ପରୀକ୍ଷା ଫିଜିକଲ ଫିଟନସ ଟେଷ୍ଟ ଏବଂ ଇଂଟରଭ୍ୟୁର ଆଧାରରେ ହେବ।

ଆବେଦନ ଶୁଳ୍କ- ସାମାନ୍ୟ ବର୍ଗର ଆବେଦନକାରୀଙ୍କ ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା। ଅନ୍ୟ ବର୍ଗ ପାଇଁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡ଼ିବ ନାହିଁ।

Leave a Reply

Your email address will not be published. Required fields are marked *