କ୍ୟାମେରା ସାମନାରେ ନାଗସାପ ଦେଲା ୭ଟି କୁକୁଡ଼ା ଅଣ୍ଡା: ଭିଡ଼ଓ ଭାଇରାଲ୍

ସୋସିଆଲ୍ ମିଡ଼ିଆରେ ଏକ ଭିଡ଼ିଓ ବହୁତ ଭାଇରାଲ୍ ହେଉଛି ଯାହାକୁ ଦେଖ ଆପଣବି ବିଚଳିତ ହୋଇପାରନ୍ତି। ଗୋଟିଏ ନାଗ କ୍ୟାମେରା ସାମନାରେ ୭ଟି ଅଣ୍ଡା ଦେଇଛି

ସୋସିଆଲ୍ ୧୫-୪ (ଓଡ଼ିଆ ପୁଅ) ମିଡ଼ିଆରେ ଏକ ଭିଡ଼ିଓ ଅଧିକ ଭାଇରାଲ୍ ହେଉଛି। ଯାହାକୁ ଦେଖି ଆପଣ ବିଚଳିତ ହୋଇପାରନ୍ତି। ଗୋଟିଏ ନାଗସାପ କ୍ୟାମେରା ସାମନାରେ ୭ଟି ଅଣ୍ଡା ଦେଇଛି। କେରଳର ଏକ ସ୍ନେକ କ୍ୟାଚର ଏହି ଭିଡ଼ିଓକୁ ଫେସବୁକରେ ଅପଲୋଡ କରିଛନ୍ତି। ସୂଚନା ମତେ କୁକୁଡ଼ା ଘରେ ଆକ୍ରମଣ କରି ନାଗସାପ ବସିରହିଥିଲା। ଯାହାକୁ ବାହର କରିବାପାଇଁ ସ୍ନେକ କ୍ୟାଚର ସୁଜୀତ ବିପିଙ୍କୁ ଡକାଗଲା ଏବଂ ନାଗକୁ ବାହରକୁ ବାହାର କରିବା ପରେ ହିଁ ନାଗସାପ ୭ଟି କୁକୁଡ଼ା ଅଣ୍ଡା ଦେଇଥିଲା। ସୁଜିତ ତା’ ପରେ ଫେସବୁକ ଉପରେ ଏହି ଭିଡ଼ିଓ ପୋଷ୍ଟ କରୁଥିଲେ। ଯାହା ପରେ ହଜାର ହଜାର ସଂଖ୍ୟାରେ ଲୋକ ଏହି ଭିଡ଼ିଓ ସାୟାର କଲେ ଏବଂ ଭାଇରାଲ୍ ହୋଇଛି।

ସୁଜିତଙ୍କ ମୁତାବକ, ନାଗସାପ କୁକୁଡ଼ା ଘରେ ଆକ୍ରମଣ କରିଥିଲା। ଯାହାପରେ ସେ କୁକୁଡ଼ାକୁ ମାରି ଦେଇଥିଲା ଏବଂ ତା’ ଅଣ୍ଡାକୁ ଖାଇଦେଇଥିଲା। ସୁଜିତ ଗଣମାଧ୍ୟମକୁ କହିଛନ୍ତିଯେ,- ବାହରକୁ ଆଣିବା ପରେ ପରେ ସେ ଖାଇଥିବା କୁକୁଡ଼ାର ଅଣ୍ଡାକୁ ବାହର କରିଥିଲା ଏବଂ ଦୂରକୁ ଚାଲିଯାଇଥିଲା।

ସୁଜିତ ଉତ୍ତର ବାୟନାଡ ବେଙ୍ଗୁର ବନଖଣ୍ଡର ବଣ୍ୟଜୀବ ରେସ୍କୁୟର ଅଟନ୍ତି। ତାକୁ ବାହର କାଢ଼ିବା ପରେ ତାହାକୁ ଜଙ୍ଗଲରେ ଛାଡ଼ି ଦେଇଥିଲା। ତାହାକୁ କୌଣସି କ୍ଷତି କରାଯାଇନାହିଁ।

11/4/17Cobra@Kutivaal,Wayanadവയനാട്: മാനന്തവാടി തലപ്പുഴ കാപ്പാട്ടുമല കുറ്റിവാൾ ഗിരീഷിന്റെ വീട്ടിലെ കോഴിക്കൂട്ടിൽ കയറി അടയിരിക്കുന്ന കോഴിയെ വകവരുത്തുകയും,വിരിയാറായ 7 മുട്ടകൾ അകത്താക്കുകയും ചെയ്ത മൂർഖൻ.വീഡിയോ: രമേഷ് കുറ്റിവാൾSudhi Krishna

Posted by Sujith Vp Wynad on Thursday, 12 April 2018

Leave a Reply

Your email address will not be published. Required fields are marked *