Home ଅପରାଧ ମାୟାବତୀ ଲଗାଇଥିଲେ ଯୌନ ଶୋଷଣ ଅଭିଯୋଗ;ତାଙ୍କର ନାର୍କୋ ଟେଷ୍ଟ କରାଯାଉ:ଶିବପାଳ

ମାୟାବତୀ ଲଗାଇଥିଲେ ଯୌନ ଶୋଷଣ ଅଭିଯୋଗ;ତାଙ୍କର ନାର୍କୋ ଟେଷ୍ଟ କରାଯାଉ:ଶିବପାଳ

1323

ଲକ୍ଷ୍ନୌ:୧୯୯୫ରେ ଲକ୍ଷ୍ନୌ ଗେଷ୍ଟ ହାଉସ କାଣ୍ଡ ଉପରେ ପ୍ରଗତିଶୀଳ ସମାଜବାଦୀ ପାର୍ଟି(ଲୋହିୟା)ର ପ୍ରମୁଖ ଶିବପାଳ ଜାଦବ କହିଛନ୍ତି ” ବେହନଜୀ(ମାୟାବତୀ) ମୋ ଉପରେ ଯୌନ ଶୋଷଣ ଅଭିଯୋଗ ଲଗାଇଥିଲେ।ମୁଁ କହିଥିଲି ଯାଞ୍ଚ ଏବଂ ନାର୍କୋ ଟେଷ୍ଟ ପାଇଁ ମୁଁ ପ୍ରସ୍ତୁତ।କିନ୍ତୁ ମୋର ସର୍ତ୍ତ ମାୟାବତୀଙ୍କର ମଧ୍ୟ ନାର୍କୋ ଟେଷ୍ଟ ହେଉ।କିନ୍ତୁ ସେ ରାଜି ହୋଇନଥିଲେ”।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.