ଓଡ଼ିଶା

SC/ST ଉପରେ ସୁପ୍ରୀମ କୋର୍ଟଙ୍କର ଗୁରୁତ୍ତୱପୂର୍ଣ୍ଣ ରାୟ: ପ୍ରମୋଶନରେ ସଂରକ୍ଷଣର ଆବଶ୍ୟକତା ନାହିଁ

ଏହି ମାମଲାରେ ୨୦୦୬ ରେ ଏନ ନାଗରାଜନଙ୍କ ଦ୍ଵାରା ଦିଆଯାଇଥିବା ନିଷ୍ପତି ଉପରେ ପୁନର୍ବିଚାର ଆବଶ୍ୟକ ନୁହେଁ
ନୂଆଦିଲ୍ଲୀ ୨୬-୯ (ଓଡ଼ିଆ ପୁଅ) ଏସସି-ଏସଟିଙ୍କର ପଦୋନ୍ନତିରେ ଆରକ୍ଷଣକୁ ନେଇକରି ସୁପ୍ରୀମ କୋର୍ଟ ବୁଧବାରଦିନ ବଡ଼ ନିଷ୍ପତି ଶୁଣାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ ରାୟ ଶୁଣାଇ କହିଲେ କି ପଦୋନ୍ନତିରେ ସଂରକ୍ଷଣ ଆବଶ୍ୟକତା ନାହିଁ। ଏହି ମାମଲାରେ ୨୦୦୬ ରେ ଏନ ନାଗରାଜନଙ୍କ ଦ୍ଵାରା ଦ୍ଵାରା ଦିଆଯାଇଥିବା ନିଷ୍ପତି ଉପରେ ପୁନର୍ବିଚାର ଆବଶ୍ୟକ ନୁହେଁ। ଅବଶ୍ୟ, କୋର୍ଟ ଏହା ମଧ୍ୟ କହିଲେ କି ପ୍ରମୋଶନ ଉପରେ ନିଷ୍ପତି ରାଜ୍ୟ ସରକାର ନେଇପାରିବେ।

ସରକାର ଏବଂ ଆରକ୍ଷଣ ସମର୍ଥକମାନଙ୍କର ୨୦୦୬ ର ଏମ. ନାଗରାଜଙ୍କର ନିଷ୍ପତିକୁ ପୁନର୍ଵିଚାର ପାଇଁ ସାତଜଣ ବିଚାରପତିଙ୍କର ଖଣ୍ଡପୀଠକୁ ପଠାଇବାପାଇଁ ପ୍ରାର୍ଥନା କରିଥିଲେ। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କର ଅଧ୍ୟକ୍ଷତାରେ ଖଣ୍ଡପୀଠ ଏହି ଦାବି ଉପରେ ସମସ୍ତ ପକ୍ଷର ତର୍କ ଶୁଣିବାପରେ ଗତ ୩୦ ଅଗଷ୍ଟ ଦିନ ନିଜର ନିଷ୍ପତି ସୁରକ୍ଷିତ ରଖିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top